ଏସ୍ଏସ୍ସିରେ ଜେଇ ପଦବୀ ଖାଲି, ଜାଣନ୍ତୁ କିପରି କରିବେ ଆବେଦନ
କର୍ମଚାରୀ ଚୟନ ଆୟୋଗ( ଷ୍ଟାଫ୍ ସିଲେକ୍ସନ କମିଶନ) ପକ୍ଷରୁ ଜୁନିଅର ଇଂଜିନିୟର ପଦବୀ ସମେତ ଅନ୍ୟ କେତେକ ପଦବୀ ନିଯୁକ୍ତି ହେବ। ଇଛୁକ ଏବଂ ଯୋଗ୍ୟ ପ୍ରାର୍ଥ ଏସ୍ଏସ୍ସିର ଅଫିସିଆଲ ୱେବସାଇଟ ssc.nic.in କୁ ଯାଇ ପଦବୀ ସମ୍ପର୍କିତ ସମସ୍ତ ଖବର ଜାଣିପାରିବେ। ପ୍ରାର୍ଥୀଙ୍କୁ ପରୀକ୍ଷାର ହଲ୍…