Below header
Browsing Tag

jelly fish

ଦୁନିଆର ଏହି ବିଚିତ୍ର ଜୀବକୁ ମିଳିଛି ଅମରତ୍ତ୍ବର ବରଦାନ, ଜାଣନ୍ତୁ କଣ ଏହାର ବିଶେଷତ୍ୱ

ଏ ଧରା ପୃଷ୍ଠରେ ଯିଏ ଜନ୍ମ ଗ୍ରହଣ କରିଛି ତାର ମୃତ୍ୟୁ ସୁନିଶ୍ଚିତ। ଇତିହାସ ପୃଷ୍ଠାକୁ ଅବଲୋକନ କଲେ ଆପଣ ଜାଣିପାରିବେ ଯେ ଏଠି କେହିବି ଅମର ହୋଇ ରହି ନାହାନ୍ତି । ସ୍ୱୟଂ ଭଗବାନ ମଧ୍ୟ ଅବତାର ଗ୍ରହଣ କଲା ପରେ ମୃତ୍ୟୁବରଣ କରିଛନ୍ତି । ତେଣୁ ଓଡ଼ିଆରେ ଏକ ପ୍ରବାଦ ରହିଛି, "ମର୍ତ୍ତ୍ଯ ମଣ୍ଡଳେ…