ସମୁଦ୍ର ଭିତରେ ବଡ ହଲଚଲ ସୃଷ୍ଟି, ମରିକି ପଡିଛନ୍ତି ବ୍ଲୋ ବଟନ ଜେଲିଫିଶ
ପୁରୀ : ସମୁଦ୍ର ଭିତରେ ବଡ ହଲଚଲ ସୃଷ୍ଟି ହୋଇଛି । ପୁରୀଜିଲ୍ଲା ଅସ୍ତରଙ୍ଗ ସମୁଦ୍ର କୁଳର ଦେବୀ ମୁହାଣ ଠାରୁ କେଳୁଣୀ ଆଉ ଚନ୍ଦ୍ରଭାଗା ମୁହାଣ ଇଲାକାରେ ସମୁଦ୍ର କୂଳରେ ହଜାର ହଜାର ପରିମାଣରେ ବ୍ଲୋ ବଟନ ଜେଲିଫିଶ ମରିକି ପଡିଛନ୍ତି । ଗତକିଛି ଦିନ ହେବ ଏହି ବିରଳ ଜେଲିମୃତ୍ୟୁ ଘଟି ବା…