Below header
Browsing Tag

Jhada Mahapurush pitha

ପଟ୍ଟାମୁଣ୍ଡାଇ ବ୍ଲକ ତରଡିପାଳର ଝାଡ଼ ମହାପୁରୁଷପୀଠ, କାହିଁ କେଉଁ ଆଦିମକାଳରୁ ଦେଉଛନ୍ତି ଗାଁକୁ ସୁରକ୍ଷା

ପଟ୍ଟାମୁଣ୍ଡାଇ ବ୍ଲକ ତରଡିପାଳ ଗ୍ରାମର ଝାଡ ମହାପୁରୁଷ। ଘଞ୍ଚ ଅରଣ୍ୟ ଭିତରେ ନଦୀ କୂଳରେ ଏହି ମହାପୁରୁଷ କାହିଁ କେଉଁ ଆଦିମକାଳରୁ ବସିରହି ଗାଁକୁ ସୁରକ୍ଷା ଦେଇ ଆସୁଛନ୍ତି। କିଛି ଝଡ଼ ଝଞ୍ଜା ହେଉ କିମ୍ବା ବିପଦ, ଥରେ ଖାଲି ଝାଡ ମହାପୁରୁଷଙ୍କୁ ଡାକି ଦେଲେ ସବୁ ବିପଦ ଟଳିଯାଏ। ଦୀର୍ଘ ୩୦୦…