Below header
Browsing Tag

jnu university

JNUରେ ଚାରି ବର୍ଷ ପରେ ଛାତ୍ର ସଂଘ ନିର୍ବାଚନ ଘୋଷଣା, ମାର୍ଚ୍ଚ ୨୨ରେ ଭୋଟିଂ, ୨୪ରେ ଫଳାଫଳ

ଚାରି ବର୍ଷ ପରେ ଜବାହରଲାଲ ନେହେରୁ ୟୁନିଭର୍ସିଟି (ଜେଏନ୍‌ୟୁ) ଛାତ୍ର ସଂଘ ନିର୍ବାଚନ ଘୋଷଣା କରାଯାଇଛି । ଏଥର ଷ୍ଟୁଡେଣ୍ଟ୍‌ ୟୁନିୟନ ନିର୍ବାଚନ ମାର୍ଚ୍ଚ ୨୨ରେ ହେବ । ଜେଏନ୍‌ୟୁ ନିର୍ବାଚନ କମିଟି ଛାତ୍ର ସଂଘ ନିର୍ବାଚନ ସମ୍ପର୍କରେ ଘୋଷଣା କରି କହିଛି ଯେ ଆସନ୍ତା ୧୧ ତାରିଖରେ ଭୋଟର…

JNU ରେ ଧାରଣା ଦେଲେ ୨୦ ହଜାର ଏବଂ ରାଷ୍ଟ୍ର ବିରୋଧୀ ନାରାବାଜୀ ଦେଲେ ୧୦ ହଜାର ଜରିମାନା ଲାଗିବ

ଜବାହାରଲାଲ ନେହରୁ ୟୁନିଭରସିଟିରେ ନୂଆ ନିୟମ ଲାଗୁ କରିବା ପାଇଁ ଆଦେଶ ଜାରି କରାଯାଇଛି । ଏହି ନିୟମ ପରେ ଛାତ୍ରଛାତ୍ରୀ ଚିନ୍ତାରେ ପଡିଛନ୍ତି । ନିୟମ ମୁତାବକ, ୟୁନିଭରସିଟି କ୍ୟାମ୍ପସରେ ଧାରଣା ଦେଲେ ଏବେ ୨୦ ହଜାର ଟଙ୍କା ଜରିମାନା ଲାଗିବ । ଏହାଛଡା ରାଷ୍ଟ୍ର ବିରୋଧୀ ନାରାବାଜୀ କଲେ ୧୦…

ଜେଏନୟୁରେ ଧାରଣା ଦେଲେ ୨୦ ହଜାର ଜରିମାନା ଏବଂ ହିଂସା କଲେ ରଦ୍ଦ ହେବ ଆଡମିଶନ

ବିଶ୍ୱବିଦ୍ୟାଳୟ ଆଣିଲା ନୂଆ ନିୟମ । ଦେଶର ପ୍ରତିଷ୍ଠିତ ତଥା ଚର୍ଚ୍ଚିତ ବିଶ୍ୱବିଦ୍ୟାଳୟ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ(ଜେଏନୟୁ)ରେ ଏଣିକି ଧାରଣା ମନା। ଯଦି ଆନ୍ଦୋଳନ, ଧାରଣା ଓ ବିକ୍ଷୋଭ କରାଯାଏ, ତେବେ ଦେବାକୁ ହେବ ଜରିମାନା । କେବଳ ସେତିକି ନୁହେଁ, ଧାରଣା ଦେଲେ ପିଲାଙ୍କୁ ୨୦,୦୦୦…

ବର୍ଷେ ହେବ ମିଳୁ ନାହାନ୍ତି ଜେଏନୟୁ ଓ ବିଏଚୟୁର ନୂତନ କୁଳପତି, ଦ୍ୱିତୀୟ ଥର ପାଇଁ ଆବେଦନ ମାଗିଲା ମନ୍ତ୍ରାଳୟ

ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) ଏବଂ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ (ବିଏଚୟୁ) ପରି ପ୍ରମୁଖ ଶିକ୍ଷାନୁଷ୍ଠାନରେ ପରବର୍ତ୍ତୀ କୁଳପତିଙ୍କ ନିଯୁକ୍ତି ପ୍ରକ୍ରିୟା ଏକ ବର୍ଷ ପୂର୍ବରୁ ଆରମ୍ଭ ହୋଇଥିଲା। ସରକାରଙ୍କ କହିବା ଅନୁସାରେ, ଏ ପର୍ଯ୍ୟନ୍ତ ଜଣେ ହେଲେ ବି ଯୋଗ୍ୟ ବ୍ୟକ୍ତି…

ଦିଲ୍ଲୀ: JNUରେ ତେଜିଲା ଛାତ୍ର ସଂଗଠନର ଆନ୍ଦୋଳନ, ଫି ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ

ଦିଲ୍ଲୀ(କେନ୍ୟୁଜ୍) : ତେଜିଲା ଦିଲ୍ଲୀ ଜବାହରଲାଲ ନେହରୁ ଛାତ୍ର ସଂଗଠନର ଆନ୍ଦୋଳନ । ଫି ବୃଦ୍ଧି ପ୍ରତିବାଦରେ ଛାତ୍ର ଛାତ୍ରୀ ମାନେ କ୍ୟାମ୍ପସ ପରିସରରେ ଆନ୍ଦୋଳନ କରୁଛନ୍ତି ।ବ୍ୟାରିକେଡ ଭାଙ୍ଗିବାବେଳେ ପୋଲିସ ସହ ଛାତ୍ରଛାତ୍ରୀଙ୍କ ଧସ୍ତାଧସ୍ତି ହୋଇଛି । ଉପରାଷ୍ଟ୍ରପତିଙ୍କ ଦୀକ୍ଷାନ୍ତ…