Below header
Browsing Tag

joined BJD

ବିଜେଡିରେ ମିଶିଲେ ଚିରଞ୍ଜୀବ ବିଶ୍ବାଳ, ଗତକାଲି କଂଗ୍ରେସରୁ ଦେଇଥିଲେ ଇସ୍ତଫା

ଭୁବନେଶ୍ୱର (କେନ୍ୟୁଜ): ଶଙ୍ଖ ଫୁଙ୍କିଲେ ଚିରଞ୍ଜୀବ ବିଶ୍ବାଳ ।  ନିଜ ଶହ ଶହ ସମର୍ଥକଙ୍କ ସହ ଶଙ୍ଖ ଭବନରେ ପହଞ୍ଚିଛନ୍ତି ଚିରଞ୍ଜୀବ । କଂଗ୍ରେସରୁ ଇସ୍ତଫା ଦେବା ପରେ ଆଜି ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି । ଗତକାଲି କଂଗ୍ରେସକୁ ବାଏ ବାଏ କହିଥିଲେ ଚିରଞ୍ଜୀବ ବିଶ୍ବାଳ ।…

ଶଙ୍ଖ ଫୁଙ୍କିଲେ ପୂର୍ବତନ ବିଧାୟକ କେ. ସୂରିୟା ରାଓ, ବିଜେଡିରେ ବିଧିବଦ୍ଧ ଭାବେ ଦେଲେ ଯୋଗ

ଭୁବନେଶ୍ୱର (କେନ୍ୟୁଜ): ଶଙ୍ଖ ଫୁଙ୍କିଲେ ପାରଳାଖେମୁଣ୍ଡିର ପୂର୍ବତନ କଂଗ୍ରେସ ବିଧାୟକ କେ. ସୂରିୟା ରାଓ । ବିଜେଡିରେ ବିଧିବଦ୍ଧ ଭାବରେ ଯୋଗ ଦେଲେ । ନିଜର ବହୁ ସମର୍ଥକଙ୍କ ସହ ସେ ଆଜି ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । ଏଥିପାଇଁ ଶଙ୍ଖ ଭବନରେ ମିଶ୍ରଣ ପର୍ବ ଆୟୋଜିତ ହୋଇଛି । ୨୦୧୪ରୁ…

ବିଜେଡିରେ ମିଶିଲେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ

ଭୁବନେଶ୍ୱର (କେନ୍ୟୁଜ): ହାତ ଛାଡିଥିଲେ । ଶଙ୍ଖ ଫୁଙ୍କିଲେ । ବିଜେଡିରେ ମିଶିଲେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ । ଶଙ୍ଖ ଭବନରେ ମିଶ୍ରଣ ପୂର୍ବରୁ ବିରାଟ ଶୋଭାଯାତ୍ରାରେ ଆସିଥିଲେ ଅଧିରାଜ । ଶତାଧିକ ସମର୍ଥକଙ୍କ ସହ ରାଲିରେ ଆସିଥିଲେ ଶଙ୍ଖ ଭବନ । ଗତକାଲି କଂଗ୍ରେସରୁ ଇସ୍ତଫା ଦେଇଥିଲେ…

କେନ୍ଦ୍ରାପଡ଼ାରେ ହଲଚଲ: ବିଜେଡିରେ ମିଶିଲେ ବିଜୟଙ୍କ ପୁଅ ଅରବିନ୍ଦ

ଭୁବନେଶ୍ୱର (କେନ୍ୟୁଜ): ଯୋଡ଼ି ହେଉଛି ବିଜୁ ପରିବାର । ବିଜେଡିରେ ମିଶିଲେ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର । ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ମିଶିଲେ । ଶତାଧିକ ସମର୍ଥକଙ୍କ ସହ ଯାଇ ବିଜେଡିରେ ସାମିଲ ହେଲେ । ଗୁରୁବାର ସେ ଆନୁଷ୍ଠାନିକ ଭାବେ ନବୀନ…

ଚର୍ଚ୍ଚା ଉପରୁ ହଟିଲା ପରଦା, ବିଜେଡିରେ ମିଶିଲେ ବିଧାୟକ ଅଂଶୁମାନ ମହାନ୍ତି

ଭୁବନେଶ୍ୱର (କେନ୍ୟୁଜ): କେନ୍ଦ୍ରାପଡ଼ା ରାଜନୀତିରେ ନୂଆ ସମୀକରଣ। ବିଜେଡିରେ ମିଶିଲେ ରାଜନଗରର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି। ରାଜନଗର ନିର୍ବାଚନମଣ୍ଡଳୀର ହଜାର ହଜାର ସମର୍ଥକଙ୍କ ସହ ଶଂଖ ଭବନରେ ବିଜେଡିରେ ଆନୁଷ୍ଠାନିକ ଭାବେ ଯୋଗ ଦେଇଛନ୍ତି । ହଜାର ହଜାର ସମର୍ଥକଙ୍କ ସହ ଶଙ୍ଖ ଭବନ…

ରାଜ୍ୟ ରାଜନୀତିରେ ନୂଆ ଫର୍ଦ୍ଦ, ବିଜେଡ଼ିରେ ଯୋଗଦେଲେ ଭିକେ ପାଣ୍ଡିଆନ୍

ଭୁବନେଶ୍ୱର (କେନ୍ୟୁଜ): ବିଜେଡିରେ ଯୋଗଦେଲେ ଭି.କେ.ପାଣ୍ଡିଆନ। ସକାଳ ୧୦ଟା ୧୫ରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ନବୀନ ନିବାସରେ ବିଜେଡିରେ ଯୋଗ ଦେଇଛନ୍ତି 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ।ଏହାପରେ ନବୀନ ନିବାସରୁ ଶଙ୍ଖ ଭବନ ଯିବେ ଭି.କେ.ପାଣ୍ଡିଆନ। ସେଠାରେ ତାଙ୍କୁ ଭବ୍ୟ…