Browsing Tag

jollywood actor

ଲୋକପ୍ରିୟ ଯାତ୍ରା କଳାକାର ଭିକୁ ସେଠ୍‌ଙ୍କ ପରଲୋକ

ଆଉ ନାହାନ୍ତି ‘ଶାଗୁଣା ବସିଛି ଡେଣା ମେଲେଇ ଯାତ୍ରା’ ର ଜଣାଶୁଣା କଳାକାର ଭିକୁ ସେଠ। ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ହସପିଟାଲ ନେବା ସମୟରେ ବାଟରେ ମୃତ ଘଟିଥିଲା ବୋଲି ସମ୍ପର୍କୀୟ ସୂଚନା ଦେଇଛନ୍ତି। ମୃତ ବେଳକୁ ତାଙ୍କୁ ୫୫ ବର୍ଷ ବୟସ ହୋଇଥିଲା। ମହେନ୍ଦ୍ର ଦାସ ଓରଫ ଭିକୁ ନାମରେ ଘରେ…