ଓଡ଼ିଶାରେ ଆଉ ୧ ଲକ୍ଷ କୋଟି ଟଙ୍କା ନିବେଶ କରିବ JSW ଷ୍ଟିଲ, ୭ ଲକ୍ଷ କୋଟି ନିବେଶ କରିବାକୁ ନିବେଶକମାନେ ଆଗ୍ରହୀ
କେନ୍ୟୁଜ୍(ବ୍ୟୁରୋ): ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ JSW ଷ୍ଟିଲ ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲଙ୍କ ବଡ଼ ଘୋଷଣା । ଓଡ଼ିଶାରେ ଆଉ ୧ ଲକ୍ଷ କୋଟି ଟଙ୍କା ନିବେଶ କରିବ JSW ଷ୍ଟିଲ । ଏହାପୂର୍ବରୁ ୨୦୧୮ ମେକ ଇନ୍ ଓଡ଼ିଶାରେ ୬୦ ହଜାର କୋଟି ନିବେଶ ଲାଗି ଘୋଷଣା ହୋଇଥିଲା । ସେଥିରୁ ୩୦ ହଜାର କୋଟି…