Browsing Tag

judhaiya baiga

ଦୃଢ ଇଚ୍ଛା ଶକ୍ତି ଆଗରେ ହାର ମାନିଛି ବୟସ, ପରିଣତ ବୟସରେ ନିଜ ଇଚ୍ଛାକୁ ଜୀବନ୍ତ ରୂପ ଦେଲେ ଏହି ୮୦ ବର୍ଷୀୟା ବୃଦ୍ଧା

ଭୋପାଳ: ଦୃଢ ଇଚ୍ଛା ଶକ୍ତି ଆଗରେ ହାର ମାନିଛି ବୟସ । ପରିଣତ ବୟସରେ ବି ସେ ନିଜ ଇଚ୍ଛାକୁ ଆଉ ଜୀବନ୍ତ ରୂପ ଦେଇଛନ୍ତି । ଆଉ ସମାଜ ପାଇଁ ସୃଷ୍ଟି କରିଛନ୍ତି ଅନନ୍ୟ ଉଦାହରଣ । ମଧ୍ୟପ୍ରଦଶସ୍ଥିତ ଲୋହରା ଗ୍ରାମର ୮୦ ବର୍ଷୀୟା ବୃଦ୍ଧା । ନା ତାଙ୍କର ଯୁଧାୟିୟା ବାଇଗା । ସେ ଜଣେ ଆଦିବାସୀ।…