Below header
Browsing Tag

jugad

ଆସେଲେରେଟରେ ଦଉଡି ବନ୍ଧାହୋଇ ଆଗକୁ ବଢିଲା ବସ, ଗନ୍ତବ୍ୟସ୍ଥଳକୁ ପହଁଞ୍ଚାଇଲେ ସାହାସୀ ଡ୍ରାଇଭର

କେନ୍ୟୁଜ୍‌(ବ୍ୟୁରୋ): ଛିଣ୍ଡି ପଡ଼ିଲା ବସର ଆସେଲେରେଟର ପେଡାଲ । ଫୁଲ ସିଟେଡ ରହିଥିଲା ବସ । ଭୟଭୀତ ହୋଇ ଯାଇଥିଲେ ବସଯାତ୍ରୀ । ମୁମ୍ବାଇର କଲ୍ୟାଣରେ ଘଟିଛିି ଏପରି ଘଟଣା । ଡ୍ରାଇଭର ଓ  କଣ୍ଡକ୍ଟଟର ମିଶି ଯୁଗାଡରେ ତିଆରି କଲେ ଆସେଲେରେଟର ପେଡାଲ । ଏହାପରେ ଗନ୍ତବ୍ୟସ୍ଥଳକୁ ଗଡ଼ିଥିଲା ବସ ।…

ଗରମରେ ମଶା ଦାଉରୁ ରକ୍ଷା ପାଇବା ପାଇଁ ବ୍ୟକ୍ତି କଲେ କିଛି ଏମିତି ଜୁଗାଡ, ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ସବୁବେଳେ ଯୁଗାଡର ବହୁତ ଭିଡିଓ ଭାଇରାଲ ହୋଇଥାଏ। ଯାହାକୁ ଦେଖି ଲୋକମାନେ ନିଜ ହସକୁ ବନ୍ଦ କରିଦିଅନ୍ତୁ। ଗରମ ଦିନ ଆରମ୍ଭ ହୋଇଗଲାଣି ଏମିତିରେ ଲୋକ ମଶା ଠାରୁ ରକ୍ଷା ପାଇବା ପାଇଁ ବିଭିନ୍ନ ପ୍ରକାରର ଜୁଗାଡ କରିଥାନ୍ତି। ମଶା ଠାରୁ ରକ୍ଷା ପାଇବା ପାଇଁ ଜଣେ ବ୍ୟକ୍ତି ଏକ…