Browsing Tag

jumping river

ପୋଲ ଉପରେ ବାଇକ ଓ ଚପଲ ରଖି ନଦୀକୁ ଡେଇଁଲେ ଯୁବକ

ଦେବୀ ନଦୀକୁ ଡେଇଁଲେ ଯୁବକ । ପୋଲ ଉପରେ ବାଇକ ଓ ଚପଲ ରଖି ନଦୀକୁ ଡେଇଁଲେ । ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଦେବୀ ନଦୀ ଶିଖର ଘାଟରେ ଡେଇଁଲେ ବଛାଳ ଗାଁର ସୁଜିତ ଲେଙ୍କା। ପାରିବାରିକ କଳହକୁ ନେଇ ସୁଜିତ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ନାଉଗାଁ…

କଟକ: କାଠଯୋଡି ନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ଖୋଜା ଖୋଜି କରୁଛି ଓଡ୍ରାଫ ଟିମ୍

କଟକ(କେନ୍ୟୁଜ୍): ନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ। କଟକ କାଠଯୋ଼ଡି ନଦୀରେ ଘଟିଛି ଏଭଳି ଅଘଟଣ। ଘରୋଇ କନ୍ଦଳରୁ ଜଣେ ଯୁବକ କାଠଯୋଡ଼ି ପୋଲ ଉପରୁ ନଦୀକୁ ଡେଇଁ ପଡ଼ିଛନ୍ତି। କୌଣସି କାରଣକୁ ପତ୍ନୀଙ୍କ ବଚସା ହେବା ପରେ ପୋଲ ଉପରେ ବାଇକକୁ ରଖି ସେ ଡେଇଁ ପ଼ଡିଛନ୍ତି। ଯୁବକ ଜଣକ ନିଆଳିର…