Below header

ପୋଲ ଉପରେ ବାଇକ ଓ ଚପଲ ରଖି ନଦୀକୁ ଡେଇଁଲେ ଯୁବକ

ଦେବୀ ନଦୀକୁ ଡେଇଁଲେ ଯୁବକ । ପୋଲ ଉପରେ ବାଇକ ଓ ଚପଲ ରଖି ନଦୀକୁ ଡେଇଁଲେ ।

ଦେବୀ ନଦୀକୁ ଡେଇଁଲେ ଯୁବକ । ପୋଲ ଉପରେ ବାଇକ ଓ ଚପଲ ରଖି ନଦୀକୁ ଡେଇଁଲେ । ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଦେବୀ ନଦୀ ଶିଖର ଘାଟରେ ଡେଇଁଲେ ବଛାଳ ଗାଁର ସୁଜିତ ଲେଙ୍କା। ପାରିବାରିକ କଳହକୁ ନେଇ ସୁଜିତ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ନାଉଗାଁ ପୋଲିସ ଓ ଅଗ୍ନିଶମବାହିନୀ ପହଂଚି ଖୋଜାଖୋଜି କରୁଛନ୍ତି । ଏପର୍ଯ୍ୟନ୍ତ ସୁଜିତଙ୍କ କୌଣସି ପତ୍ତା ମିଳିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.