Below header
Browsing Tag

Jungle

ମା’ ସୁନାଦେଈଙ୍କ ଦର୍ଶନ ସାରି ଫେରୁଥିବା ବେଳେ ବାଟରେ ଛକି ବସିଥିଲା କଲରାପତରିଆ, ଭୟରେ ସ୍ଥାନୀୟ ଲୋକେ

ନୂଆପଡା (କେନ୍ୟୁଜ୍‌): ନୂଆପଡା ଜିଲ୍ଲା ସୁନାବେଡା ଅଭୟା ରଣ୍ୟର ଗଡ଼ଗଡା ଘାଟିରେ ଏହି କଲରାପତରିଆ ବାଘ ବୁଲୁଥିବା ବେଳେ କିଛି ଯୁବକ ମୋବାଇଲ କ୍ୟାମେରାରେ ବାଘ ବୁଲୁଥିବାର ଦୃଶ୍ୟକୁ କଏଦ କରିଛନ୍ତି । ବାଘ ଦେଖିବା ପରେ ସୁନାବେଡାକୁ ଯାତାୟତ କରୁଥିବା ଲୋକେ ଆତଙ୍କିତ ହୋଇ ପଡିଛନ୍ତି ।…

ସୋସିଆଲ ମିଡିଆରେ ଭାଇରାଲ ହେଲେ ଖତରୋ କେଁ ଖିଲାଡି, ଦେଖନ୍ତୁ ରିୟଲ ଷ୍ଟଣ୍ଟ

ଜୀବନରେ ଆମକୁ ଅନେକ ବିପଦର ସମ୍ନା କରିବାକୁ ପଡିଥାଏ। ହେଲେ ବିପଦ ସହ ଲଢ଼ି ଯିଏ ଆଗକୁ ବଢ଼ିଛି ସିଏ ହିଁ ପ୍ରକୃତ ଯୋଦ୍ଧା। ମଣିଷକୁ ସବୁ ସମୟରେ ବିପଦର ସାମ୍ନା କରିବାକୁ ପଡିଥାଏ। କିନ୍ତୁ ପଶୁ ପକ୍ଷୀ ମଧ୍ୟ ଏଥିରୁ ଏବେ ବାଦ୍‌ ପଡିନାହାନ୍ତି। ହଁ ଦର୍ଶକ ବନ୍ଧୁ ତାଙ୍କ ଭିତରେ ମଧ୍ୟ ବିପଦର…

ପ୍ରଭାସ ହାଇଦ୍ରାବାଦରେ ଖଜ୍ଜିପଲି ସହରୀ ଜଙ୍ଗଲକୁ ପୋଷ୍ୟ ଭାବେ ଗ୍ରହଣ କଲେ, ବିକାଶ ପାଇଁ ଦାନ କଲେ ୨ କୋଟି ଟଙ୍କା

ବାହୁବଳୀ ମେଗା ଷ୍ଟାର ପ୍ରଭାସ ହାଇଦ୍ରାବାଦରେ ୧୬୫୦ ଏକରରେ ବ୍ୟାପିଥିବା ଖଜ୍ଜିପଲି ରିଜର୍ଭ ଫରେଷ୍ଟକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି। ଏହାସହିତ ଜଙ୍ଗଲର ସାମଗ୍ରିକ ବିକାଶ ପାଇଁ ୨ କୋଟି ଟଙ୍କା ଦାନ ମଧ୍ୟ ଦେଇଛନ୍ତି। ପ୍ରଭାସ ତେଲେଙ୍ଗାନର ଜଙ୍ଗଲ ମନ୍ତ୍ରୀ ଅଲୋଲା ଦ୍ର କରଣ ରେଡ୍ଡୀ ଓ…