ଅବସର ନେଲେ ହାଇକୋର୍ଟର ବରିଷ୍ଠ ବିଚାରପତି କୁମାରୀ ଜଷ୍ଟିସ୍ ସଞ୍ଜୁ ପଣ୍ଡା
କଟକ(କେନ୍ଯୁଜ୍): ଅବସର ନେଲେ ଜଷ୍ଟିସ୍ କୁମାରୀ ସଞ୍ଜୁ ପଣ୍ଡା । ହାଇକୋର୍ଟର ବରିଷ୍ଠ ବିଚାରପତି କୁମାରୀ ଜଷ୍ଟିସ୍ ସଞ୍ଜୁ ପଣ୍ଡା ଅବସର ନେଇଛନ୍ତି । ଏଥିସହ ମାସକ ଭିତରେ ୨ବିଚାରପତି ଅବସର ନେଲେଣି । ମାସକ ପୂର୍ବରୁ ବିଚାରପତି ଜଷ୍ଟିସ୍ ପ୍ରଥମ ପଟ୍ଟନାୟକ ଅବସର ଗ୍ରହଣ କରିଥିଲେ । ଏବେ…