ରାହୁଲ ସର୍ବାଧିକ ଦରରେ ବିକ୍ରିହେଲେ, ରାହୁଲଙ୍କ ସହ ପାଣ୍ଡ୍ୟା ସମ୍ଭାଳିବେ ନୂଆ ମଙ୍ଗ
ଆସନ୍ତା ମାସରେ ହେବାକୁ ଯାଉଛି ଆଇପିଏଲ ୨୦୨୨ସଂସ୍କରଣ ପାଇଁ ମେଗା ଅକ୍ସନ । ଏଠି କହିରଖୁଛୁ କି ଚଳିତବର୍ଷ ଦୁଇ ନୂଆ ଦଳ ସାମିଲ ହେବାକୁ ଯାଉଛି । ଲକ୍ଷ୍ନୌ ଓ ଅହମଦାବାଦ ଦୁଇ ନୂଆ ଦଳ କିଛି ଖେଳାଳୀଙ୍କୁ ନିଜ ସହ ସାମିଲ କରିଛନ୍ତି । ଲକ୍ଷ୍ନୋ ଟିମ କେ ଏଲ ରାହୁଲ, ମାର୍କସ ଷ୍ଟୋଇନିସ ଯିଏ କି…