Below header
Browsing Tag

kai chutney

ସନଷ୍ଟେ୍ରାକ୍‌ ରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଖାଆନ୍ତୁ ପଖାଳ ଓ କାଇ ଚଟଣୀ

ମୟୁରଭଞ୍ଜ : ଦିନକୁ ଦିନ ବଢ଼ି ଚାଲିଛି ତାତି । ଅସହ୍ୟ ତାତି ସାଙ୍ଗକୁ କଲବଲ କରୁଛି ଗରମ ଗୁଳୁଗୁଳି । ଏହି ଗରମରେ ଅନେକ ଲୋକ ସନଷ୍ଟେ୍ରାକ୍‌ ରେ ଜୀବନ ଗଲାଣି । ତେବେ ଏହି ସନଷ୍ଟେ୍ରାକ୍‌ ରୁ ରକ୍ଷା କରିବ କାଇ ଚଟଣୀ । ଏକଥା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଗଲେ ନା । କିନ୍ତୁ ଏକଥା ସମ୍ପୂର୍ଣ୍ଣ ସତ…

କାଇ ଚଟଣିକୁ ଜିଆଇ ଟ୍ୟାଗ୍ ? କେନ୍ଦ୍ର କୃଷି ବିଜ୍ଞାନ କେନ୍ଦ୍ର ବୈଜ୍ଞାନିକଙ୍କ ଦ୍ୱାରା ଆନୁସଙ୍ଗିକ ନଥିପତ୍ର ପ୍ରସ୍ତୁତ

ବାରିପଦା(କେନ୍ୟୁଜ୍): ମୟୂରଭଞ୍ଜ ଆଦିବାସୀଙ୍କ ଦ୍ୱାରା ପ୍ରସ୍ତୁତ କାଇ ଚଟଣିକୁ ଜିଆଇ ଟ୍ୟାଗ୍ ପାଇଁ ପ୍ରୟାସ । କେନ୍ଦ୍ର କୃଷି ବିଜ୍ଞାନ କେନ୍ଦ୍ର ବୈଜ୍ଞାନିକଙ୍କ ଦ୍ୱାରା ଏଥିପାଇଁ ଆନୁସଙ୍ଗିକ ନଥିପତ୍ର ପ୍ରସ୍ତୁତ କରାଯାଉଛି । ଖୁବଶୀଘ୍ର ପ୍ରକ୍ରିୟା ଆରମ୍ଭ ହେବ । କୃଷି ବିକାଶ କେନ୍ଦ୍ରର…