ପୁଣି ଛତିଶଗଡ଼ର ମନମାନି ! ଖୋଲିଦେଲା କଲମା ବ୍ୟାରେଜର ସମସ୍ତ ଗେଟ୍, ବଢୁଛି ହୀରାକୁଦ ଜଳସ୍ତର
ସମ୍ବଲପୁର (କେନ୍ୟୁଜ): ଗେଟ୍ ଖୋଲିଲା ଛତିଶଗଡ଼ । ବଢ଼ାଇଲା ଓଡ଼ିଶାର ଟେନସନ୍ । ହୀରାକୁଦରେ ବଢୁଛି ଜଳସ୍ତର । କଲମା ବ୍ୟାରେଜର ସମସ୍ତ ୬୬ଟି ଗେଟ୍ ଖୋଲିଛି ଛତିଶଗଡ଼ । ଏହାପରେ ମହାନଦୀରେ କ୍ରମାଗତ ଜଳସ୍ତର ବଢୁଛି । ଏବେ ହୀରାକୁଦର ୧୨ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟା ପାଣି । ଗତକାଲି…