Browsing Tag

kamal sahu

ଭିନ୍ନ ଭାବେ ସକ୍ଷମ : ବରଗଡ଼ ବୀରମାଲ ଗାଁର କମଳ ସାହୁ, ଜାଣନ୍ତୁ ତାଙ୍କର ଦକ୍ଷତା

କୁହାଯାଏ ଗଭୀର ଆତ୍ମବିଶ୍ୱାସ ଓ ପ୍ରବଳ ଇଚ୍ଛାଶକ୍ତି ଥିଲେ ପଙ୍ଗୁ ବି ଲଙ୍ଘିପାରେ ଗିରି । ଏମିତି ଜଣେ ଯୁବକ ହେଉଛନ୍ତି ବରଗଡ଼ ଜିଲ୍ଲା ବୀରମାଲ ଗାଁର କମଳ ସାହୁ । ପିଲାଟି ବେଳୁ ସେ ଦିବ୍ୟାଙ୍ଗ । ନା ଚଲାବୁଲା କରିପାରନ୍ତି, ନା ଉଠିବସି ପାରନ୍ତି। ତଥାପି ସବୁଥିରେ ସେ ପାରଙ୍ଗମ। ହାତ, ଗୋଡ଼ ନ…