Browsing Tag

kamala pujari admitted in hospital

କଳାଧାନର ମା’ ପଦ୍ମଶ୍ରୀ କମଳା ପୂଜାରୀ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

ଜୟପୁର (କେ ନ୍ୟୁଜ୍‌) : କୋରାପୁଟର ଗର୍ବ ଗୌରବ ପଦ୍ମଶ୍ରୀ କମଳା ପୂଜାରୀଙ୍କ ଦେହ ଅସୁସ୍ଥ ଥିବାରୁ ତାଙ୍କୁ ଜୟପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଅଛନ୍ତି । କଳା ଧାନ ଉତ୍ପାଦନ କରି କୋରାପୁଟ ତଥା ଓଡ଼ିଶାକୁ ଖ୍ୟାତି ଆଣିଥିବା କମଳା ପୂଜାରୀ ଅର୍ଥାଭାବ…