ହଟିଲା ଦୁଃଖ, କିସରେ ପଢ଼ିବେ କନ୍ଧମାଳ ଜିଲ୍ଲାର ମାଟ୍ରିକ୍ ଟପ୍ପର ମୀନାକ୍ଷୀ ମଲ୍ଲିକ, ଡ. ଅଚ୍ୟୁତ ସାମନ୍ତ ଦେଲେ…
କେନ୍ୟୁଜ୍(ବ୍ୟୁରୋ): କିସରେ ପଢ଼ିବେ କନ୍ଧମାଳ ଜିଲ୍ଲାର ମାଟ୍ରିକ୍ ଟପ୍ପର ମୀନାକ୍ଷୀ ମଲ୍ଲିକ । ମାଟ୍ରିକ୍ ପରୀକ୍ଷାରେ ସର୍ବାଧିକ ୯୨.୬ ପ୍ରତିଶତ ନମ୍ବର ରଖି କନ୍ଧମାଳ ଜିଲ୍ଲା ଟପ୍ପର ହୋଇଥିବା ଜିଲ୍ଲାର ତୁମୁଡ଼ିବନ୍ଧ ସରକାରୀ ଅନୁସୂଚୀତ ଜାତି ଓ ଜନଜାତି ବାଳିକା ବିଦ୍ୟାଳୟର ଛାତ୍ରୀ…