Browsing Tag

karnatak congress

ବିଜୟ ପାଇଁ ପୂଜାର୍ଚ୍ଚନା, କର୍ଣ୍ଣାଟକ ନିର୍ବାଚନ ପାଇଁ ହନୁମାନ ମନ୍ଦିରରେ ପ୍ରିୟଙ୍କା ଗାନ୍ଧିଙ୍କ ପୂଜା

କର୍ଣ୍ଣାଟକରେ ଭୋଟ୍ ଗଣନା ଚାଲିଥିବା ବେଳେ ଆଜି ସକାଳୁ ଚାଲୁ ରହିଛି । ଏହାମଧ୍ୟରେ କଂଗ୍ରେସର ମହାସଚିବ ପ୍ରିୟଙ୍କାଗାନ୍ଧି ଶିମଲା ସ୍ଥିତ ପ୍ରସିଦ୍ଧ ଜାଖୁ ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା କରୁଛନ୍ତି । ପାର୍ଟି ପକ୍ଷରୁ ପ୍ରିୟଙ୍କା ମନ୍ଦିର ରେ ପୂଜାର୍ଚ୍ଚନା କରିବା ଭିଡିଓ ସେୟାର କରାଯାଇଛି…

କର୍ଣ୍ଣାଟକ: ବିଧାନ ପରିଷଦରେ କଂଗ୍ରେସ ନେତା ଅଶ୍ଳୀଳ ଭିଡିଓ ଦେଖୁଥିବା ଅଭିଯୋଗ, ନିଲମ୍ବନ ଦାବି କଲା ବିଜେପି

କର୍ଣ୍ଣାଟକ: କର୍ଣ୍ଣାଟକ ରାଜନୀତିରେ କଂଗ୍ରେସ ନେତା ଏବଂ ଏମଏଲସି ପ୍ରକାଶ ରାଠୋର ଏବେ ଚର୍ଚ୍ଚାରେ। କଂଗ୍ରେସ ନେତା ଜଣକ ସଦନରେ ବସିଥିବା ସମୟରେ ନିଜ ମୋବାଇଲରେ ଅଶ୍ଳୀଳ ଭିଡିଓ କ୍ଲିପ ଦେଖୁଥିବାର ଭିଡିଓ ଭାଇରଲ ହୋଇଛି। ଯାହା ସଦନର ଗରିମାକୁ କ୍ଷୂର୍ଣ୍ଣ କରିଛି। ଏମିତିରେ ତାଙ୍କୁ ଦଳରୁ…