Browsing Tag

kartavya path

ରାଜପଥ ନୁହେଁ, ଆଜିଠୁ ‘କର୍ତ୍ତବ୍ୟ ପଥ’ ଭାବେ ଜଣାଯିବ ରାଷ୍ଟ୍ରପତି ଭବନରୁ ଇଣ୍ଡିଆ ଗେଟ୍‌ ରାସ୍ତା; ସନ୍ଧ୍ୟା ୭ଟାରେ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେପ୍ଟେମ୍ବର ୮ ଅର୍ଥାତ୍‌ ଆଜି ସନ୍ଧ୍ୟା ୭ଟାରେ ‘କର୍ତ୍ତବ୍ୟ ପଥ’କୁ ଉଦ୍‌ଘାଟନ କରିବେ। ଏହି ଅବସରରେ ମୋଦି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ଲୋକାର୍ପଣ କରିବେ। ଦିନକ ପୂର୍ବରୁ ହିଁ ନୂଆଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ (ଏନ୍‌ଡିଏମ୍‌ସି)…