Browsing Tag

kartika in srikhetra

ଆଜି ପଞ୍ଚକ ବ୍ରତର ତୃତୀୟ ଦିନ, ଶ୍ରୀମନ୍ଦିରରେ ଆଡ଼କିଆ ବା ତ୍ରିବିକ୍ରମ ବେଶରେ ଦର୍ଶନ ଦେବେ ମହାପ୍ରଭୁ

ପୁରୀ : ଆଜି ପବିତ୍ର କାର୍ତ୍ତିକମାସ ପଞ୍ଚକ ବ୍ରତର ତୃତୀୟ ଦିନ । ଲୋକାରଣ୍ୟ ଶ୍ରୀକ୍ଷେତ୍ର। ଶ୍ରୀମନ୍ଦିରରେ ଆଡ଼କିଆ ବା ତ୍ରିବିକ୍ରମ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ। ଶ୍ରୀଜୀଉଙ୍କ ଅବକାଶ ନୀତି ଶେଷ ହେବା ପରେ ମହାପ୍ରଭୁଙ୍କୁ ଏହି ବେଶରେ ବିଭୂଷିତ କରାଯାଇଛି । ଆଡ଼କିଆ ବେଶରେ ଜଗନ୍ନାଥ…

ବଡ଼ବଡୁଆ ଡାକରେ କମ୍ପିଲା ଶ୍ରୀକ୍ଷେତ୍ର, ଶ୍ରୀମନ୍ଦିର ଆଗରେ କାଉଁରିଆ କାଠି ଜାଳି ବଡ଼ବଡୁଆ ଡାକିଲେ

ପୁରୀ : ବଡ଼ବଡୁଆ ଡାକରେ କମ୍ପିଲା ଶ୍ରୀକ୍ଷେତ୍ର । ପୁରୀ ଶ୍ରୀମନ୍ଦିର ଆଗରେ ଆଜି ଲୋକମାନେ କାଉଁରିଆ କାଠି ଜାଳି ବଡ଼ବଡୁଆ ଡାକିଛନ୍ତି । ପିତୃପକ୍ଷରେ ମର୍ତ୍ତ୍ୟଲୋକରୁ ଆସିଥିବା ପିତୃପୁରୁଷଙ୍କୁ ଦୀପାବଳିରେ ଆଲୋକର ମାର୍ଗ ଦେଖାଇ ମେଲାଣି ଦେଇଛନ୍ତି  । ଦୀପାବଳି ପାଇଁ ଶ୍ରୀକ୍ଷେତ୍ରରେ…

ଆଜି ପବିତ୍ର କାର୍ତ୍ତିକ ମାସ ସୋମବାର, କୋଭିଡ କଟକଣା ଯୋଗୁ ସିଂହଦ୍ୱାର ସମ୍ମୁଖରେ ରହି ପତିତପାବନଙ୍କ ଦର୍ଶନ କରି…

ପୁରୀ: ଆଜି ପବିତ୍ର କାର୍ତ୍ତିକ ମାସର ସୋମବାର । ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୂଙ୍କ ସମସ୍ତ ନୀତି ଆଜି ଭୋରୁ ଆରମ୍ଭ ହୋଇଛି ।ଭୋର ୫ଟାରେ ସିଂହଦ୍ୱାର ଫିଟିବା ପରେ ମହାପ୍ରଭୂଙ୍କ ମଙ୍ଗଳ ଆଳତି କରାଯାଇଥିଲା । କୋଭିଡ କଟକଣା ଯୋଗୁ ସିଂହଦ୍ୱାର ସମ୍ମୁଖରେ ରହି ପତିତପାବନଙ୍କ ଦର୍ଶନ…