ଆଜି ପବିତ୍ର କାର୍ତ୍ତିକ ମାସ ସୋମବାର, କୋଭିଡ କଟକଣା ଯୋଗୁ ସିଂହଦ୍ୱାର ସମ୍ମୁଖରେ ରହି ପତିତପାବନଙ୍କ ଦର୍ଶନ କରି ଫେରୁଛନ୍ତି ଭକ୍ତ

ପୁରୀ: ଆଜି ପବିତ୍ର କାର୍ତ୍ତିକ ମାସର ସୋମବାର । ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୂଙ୍କ ସମସ୍ତ ନୀତି ଆଜି ଭୋରୁ ଆରମ୍ଭ ହୋଇଛି ।ଭୋର ୫ଟାରେ ସିଂହଦ୍ୱାର ଫିଟିବା ପରେ ମହାପ୍ରଭୂଙ୍କ ମଙ୍ଗଳ ଆଳତି କରାଯାଇଥିଲା ।

କୋଭିଡ କଟକଣା ଯୋଗୁ ସିଂହଦ୍ୱାର ସମ୍ମୁଖରେ ରହି ପତିତପାବନଙ୍କ ଦର୍ଶନ କରିବା ସହିତ ବାହାରୁ ଦର୍ଶନ କରି ଦୀପ ଜାଳି ଫେରୁଛନ୍ତି ଭକ୍ତ । ତେବେ ଏହି କାର୍ତ୍ତିକ ପାଇଁ ମହାପ୍ରଭୂ ରାଧାଦାମୋଦର ବେଶରେ ବିଭୂଷିତ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.