Browsing Tag

kartika

ଓଡିଆଙ୍କ ଅନନ୍ୟ ପରମ୍ପରା ପଞ୍ଚୁକରେ ଦାଣ୍ଡ ଓଳାଇବା ସହିତ ପୁଷ୍କରିଣୀ ନିକଟରେ ଚଉରା ପୂଜା

ଓଡିଆ ପରମ୍ପରାରେ ବାରମାସରେ ତେର ପର୍ବ । ଜଗନ୍ନାଥ ସଂସ୍କୃତି ସହ ଓଡିଆ ଲୋକମାନଙ୍କ ପରମ୍ପରା ଯୋଡି ହୋଇ ରହିଛି । କାର୍ତ୍ତିକ ମାସରେ ଶ୍ରୀକ୍ଷେତ୍ର ରେ ରାଈଦାମୋଦର ପୂଜା କରାଯାଉଥିବା ବେଳେ ଗାଁ ଠୁ ସହର ଯାଏ ଏହି ପୂଜାକୁ ଘରେ ଘରେ ପାଳନ କରିଥାନ୍ତି। କାର୍ତ୍ତିକ ମାସ ର ଶେଷ ପାଞ୍ଚଦିନ…

ଦିନକୁ ଦୁଇଥର ଉଭାନ ହୋଇଯାଏ ଗୁଜୁରାଟର ସ୍ତମ୍ଭେଶ୍ୱର ମନ୍ଦିର, ଦର୍ଶନ ପାଇଁ ଆସନ୍ତି ହଜାର ହଜାର ଶ୍ରଦ୍ଧାଳୁ

ଭାରତରେ ଅନେକ ଦେବଦେବୀଙ୍କ ମନ୍ଦିର ରହିଛି। ପବିତ୍ର ତୀର୍ଥ କ୍ଷେତ୍ର ଭାରତ ଭୂମିରେ ଅନେକ ମନ୍ଦିର ଏପରି ରହିଛି ଯାହା ପଛରେ ରହସ୍ୟ ଲୁଚି ରହିଛି। ସେହି ସବୁ ମନ୍ଦିରର ବିଶେଷତ୍ତ୍ୱ ସମ୍ପର୍କରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ନିଶ୍ଚୟ। ତେବେ ଆମେ ଅନେକ ରହସ୍ୟମୟୀ ମନ୍ଦିର ସମ୍ପର୍କରେ…

ଆଜି କାର୍ତ୍ତିକ ମାସର ଦ୍ୱିତୀୟ ସୋମବାର: ଖାଁ ଖାଁ ପୀଠ, କଟକଣା ଯୋଗୁ ମହାଦେବଙ୍କୁ ଦର୍ଶନ କରିପାରୁନାହାଁନ୍ତି ଭକ୍ତ

ଆଠଗଡ(କେନ୍ଯୁଜ୍): ଆଜି କାର୍ତ୍ତିକ ମାସର ଦ୍ୱିତୀୟ ସୋମବାର । ହେଲେ ଚଳିତବର୍ଷ ମଧ୍ୟ ଧବଳେଶ୍ୱରଙ୍କ ପୀଠରେ ମହାଦେବଙ୍କୁ ଦର୍ଶନ କରିପାରୁନାହାଁନ୍ତି ଭକ୍ତ । ଖାଁ ଖାଁ ହୋଇଛି ପୀଠ । କଟକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱରଙ୍କ ପୀଠରେ ଦ୍ୱିତୀୟ ସୋମବାର ପାଇଁ ୧୪୪ ଧାରା ଜାରି କରିଛି…

ଆଜିଠୁ ଆରମ୍ଭ ହେଲା ଧର୍ମର ମାସ କାର୍ତ୍ତିକ: ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି, ହବିଷ୍ୟାଳୀଙ୍କୁ ଶ୍ରୀକ୍ଷେତ୍ର ମନା

ପୁରୀ(କେନ୍ଯୁଜ୍): ଆରମ୍ଭ ହୋଇଛି ଧର୍ମର ମାସ କାର୍ତ୍ତିକ । ଆଜିଠୁ ୧ ମାସ ଧରି ହବିଷ୍ୟାଳୀମାନେ କାର୍ତ୍ତିକ ବ୍ରତ ପାଳିବେ । କାର୍ତ୍ତିକ ମାସ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ରହିଛି। ପ୍ରତିଦିନ ମହାପ୍ରଭୁଙ୍କ ସ୍ୱତନ୍ତ୍ର ବାଳ ଭୋଗ ସହ ରାଧାଦାମୋଦର ବେଶ କରାଯିବ। ପୁରୀରେ ଭୋରୁ ଭୋରୁ…

ଶ୍ରୀମନ୍ଦିରରେ ଆଜିଠୁ କାର୍ତ୍ତିକ ନୀତି, ମାସେ ଧରି ସ୍ୱତନ୍ତ୍ର ବାଳ ଭୋଗ ସହ ରାଧାଦାମୋଦର ବେଶରେ ସଜ୍ଜିତ ହେବେ…

ପୁରୀ(କେନ୍ଯୁଜ୍): ଶ୍ରୀମନ୍ଦିରରେ ଆଜିଠାରୁ ଆରମ୍ଭ ହୋଇଛି ମହାପ୍ରଭୁଙ୍କ କାର୍ତ୍ତିକ ମାସ ନୀତି। ଆଶ୍ୱିନ ମାସ ଶୁକ୍ଲପକ୍ଷ ଏକାଦଶୀ ଠାରୁ କାର୍ତ୍ତିକ ଶୁକ୍ଲ ଦଶମୀ ପର୍ଯ୍ୟନ୍ତ ମହାପ୍ରଭୁଙ୍କ କାର୍ତ୍ତିକ ନୀତି ଚାଲିବ। ଏହି ୧ ମାସ ମହାପ୍ରଭୁଙ୍କ ସ୍ୱତନ୍ତ୍ର ବାଳ ଭୋଗ ସହ ରାଧାଦାମୋଦର ବେଶ…

ଆଜି ଅସଲ ଛାଡଖାଇ, ଗତକାଲି ଅପେକ୍ଷା ଆଜି ବୁଧବାର ଆମିଷ ବଜାରରେ ପ୍ରବଳ ଭିଡ

ଭୁବନେଶ୍ବର: ଆଜି ଅସଲ ଛାଡଖାଇ। କାର୍ତ୍ତିକ ଯୋଗୁଁ ମାସେ ହେଲା ଆମିଷ ଛାଡିଥିବା ଲୋକ ଆଜି ଛାଡଖାଇକୁ ଅନାଇ ବସିଥିଲେ। ଗତକାଲି ମଙ୍ଗଳବାର ଛାଡଖାଇ ପଡିଥିବାରୁ ଅନେକ ଲୋକ ଆମିଷ ଖାଇପାରିନଥିଲେ। ଆଜି ବୁଧବାରକୁ ଅନାଇ ରହିଥିଲେ। ମାସେ ଧରି ପାଟିରେ ଅମିଷ ବାଜିନଥିବାରୁ ଆଜି ସକାଳୁ ସକାଳୁ…

ଆଜି ପବିତ୍ର କାର୍ତ୍ତିକ ମାସ ସୋମବାର, କୋଭିଡ କଟକଣା ଯୋଗୁ ସିଂହଦ୍ୱାର ସମ୍ମୁଖରେ ରହି ପତିତପାବନଙ୍କ ଦର୍ଶନ କରି…

ପୁରୀ: ଆଜି ପବିତ୍ର କାର୍ତ୍ତିକ ମାସର ସୋମବାର । ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୂଙ୍କ ସମସ୍ତ ନୀତି ଆଜି ଭୋରୁ ଆରମ୍ଭ ହୋଇଛି ।ଭୋର ୫ଟାରେ ସିଂହଦ୍ୱାର ଫିଟିବା ପରେ ମହାପ୍ରଭୂଙ୍କ ମଙ୍ଗଳ ଆଳତି କରାଯାଇଥିଲା । କୋଭିଡ କଟକଣା ଯୋଗୁ ସିଂହଦ୍ୱାର ସମ୍ମୁଖରେ ରହି ପତିତପାବନଙ୍କ ଦର୍ଶନ…

ଆଜି ହେଉଛି କାର୍ତ୍ତିକ ମାସର ଦ୍ୱିତୀୟ ସୋମବାର, ଖାଁ ଖାଁ ହୋଇପଡିଛି ରାଜ୍ୟର ପ୍ରମୁଖ ଶୈବପୀଠ

କଟକ: ଆଜି ହେଉଛି କାର୍ତ୍ତିକ ମାସର ଦ୍ୱିତୀୟ ସୋମବାର। ବିଶ୍ୱାସ ରହିଛି କାର୍ତ୍ତିକ ମାସ ସୋମବାରରେ ଦେବଦେବ ମହାଦେବଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟ ମିଳିଥାଏ। କିନ୍ତୁ କରୋନା କଟକଣା ଯୋଗୁଁ ଖାଁ ଖାଁ ହୋଇପଡିଛି ରାଜ୍ୟର ପ୍ରମୁଖ ଶୈବପୀଠ। କଟକ ଜିଲ୍ଲାର ପ୍ରମୁଖ ଶୈବପୀଠ ବାବା…