Below header

ଆଜି ଅସଲ ଛାଡଖାଇ, ଗତକାଲି ଅପେକ୍ଷା ଆଜି ବୁଧବାର ଆମିଷ ବଜାରରେ ପ୍ରବଳ ଭିଡ

ଭୁବନେଶ୍ବର: ଆଜି ଅସଲ ଛାଡଖାଇ। କାର୍ତ୍ତିକ ଯୋଗୁଁ ମାସେ ହେଲା ଆମିଷ ଛାଡିଥିବା ଲୋକ ଆଜି ଛାଡଖାଇକୁ ଅନାଇ ବସିଥିଲେ। ଗତକାଲି ମଙ୍ଗଳବାର ଛାଡଖାଇ ପଡିଥିବାରୁ ଅନେକ ଲୋକ ଆମିଷ ଖାଇପାରିନଥିଲେ। ଆଜି ବୁଧବାରକୁ ଅନାଇ ରହିଥିଲେ।

ମାସେ ଧରି ପାଟିରେ ଅମିଷ ବାଜିନଥିବାରୁ ଆଜି ସକାଳୁ ସକାଳୁ ମାଛ, ମାଂସ କିଣିବାକୁ ଲୋକମାନେ ବଜାରରେ ଭିଡ ଜମାଇଛନ୍ତି। ବେପାରୀ ମଧ୍ୟ ଗ୍ରାହକଙ୍କ ଚାହିଦା ମୁତାବକ ବିଭିନ୍ନ ଭେରାଇଟିର ମାଛ ସଜାଇ ରଖିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.