Browsing Tag

kasatandi flower

ବାସ୍ନାରେ ନୁହେଁ କିନ୍ତୁ ନିଜ ସୌନ୍ଦର୍ଯ୍ୟରେ ସମସ୍ତଙ୍କୁ ମୋହିତ କରେ ଏହି କାଶତଣ୍ଡୀ ଫୁଲ

ଧରାପୃଷ୍ଠ ରଙ୍ଗବେରଙ୍ଗର ଫୁଲ ଦ୍ୱାରା ସଜାଇ ହୋଇଥାଏ । କେଉଁ ଫୁଲ କୋଣ ଅନୁକୋଣରେ ତାର ବାସ୍ନାର ମହକ ଭରି ଦେଇ ଥାଏତ ପୁଣି କାର ମହକ ନଥାଇ ବାଟ ଚଲା ଲୋକଙ୍କୁ ଆକର୍ଷଣ କରିଥାଏ । ଆଶ୍ୱୀନ ମାସର କଅଁଳିଆ ବାଦଲର ହାଲକା ପବନ ମଧ୍ୟରେ ଖିଲ ଖିଲ ଗୀତ ଗାଇ ଖେଳି ବୁଲେ ଧରଣୀ ବକ୍ଷରେ । ମନ ମୁଗ୍ଧ…