କେନ୍ଦ୍ରାପଡ଼ା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଁରେ କରୋନା ନେଇ ସୋସିଆଲ୍ ମିଡିଆରେ ଅପପ୍ରଚାର, ୪ ଜଣଙ୍କୁ ଗିରଫ…
କେନ୍ୟୁଜ୍(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଁରେ କରୋନା ନେଇ ସୋସିଆଲ୍ ମିଡିଆରେ ଅପପ୍ରଚାର କରିବା ଅଭିଯୋଗରେ କେନ୍ଦ୍ରାପଡ଼ାରେ ୪ ଜଣ ଗିରଫ । ସେମାନଙ୍କୁ ଗିରଫ କରିଛି ଟାଉନ୍ ଥାନା ପୋଲିସ । ପ୍ରଧାନମନ୍ତ୍ରୀଙ୍କୁ କରୋନା ହୋଇଥିବା ନେଇ ସେମାନେ ଗୁଜବ ସୃଷ୍ଟି କରିଥିଲେ ।…