କେନ୍ଦ୍ରାପଡ଼ା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଁରେ କରୋନା ନେଇ ସୋସିଆଲ୍‌ ମିଡିଆରେ ଅପପ୍ରଚାର, ୪ ଜଣଙ୍କୁ ଗିରଫ କଲା ପୋଲିସ

କେନ୍ୟୁଜ୍(ବ୍ୟୁରୋ):  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଁରେ କରୋନା ନେଇ ସୋସିଆଲ୍‌ ମିଡିଆରେ ଅପପ୍ରଚାର କରିବା ଅଭିଯୋଗରେ କେନ୍ଦ୍ରାପଡ଼ାରେ ୪ ଜଣ ଗିରଫ । ସେମାନଙ୍କୁ ଗିରଫ କରିଛି ଟାଉନ୍‌ ଥାନା ପୋଲିସ । ପ୍ରଧାନମନ୍ତ୍ରୀଙ୍କୁ କରୋନା ହୋଇଥିବା ନେଇ ସେମାନେ ଗୁଜବ ସୃଷ୍ଟି କରିଥିଲେ । ସେମାନେ ହେଲେ ଶିବାଶିଷ ମହାନ୍ତି, ନିରଞ୍ଜନ ପରିଡ଼ା, ଧ୍ରୁତିରଞ୍ଜନ ବାରିକ ଓ ପ୍ରଫୁଲ୍ଲ ଦାସ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.