Browsing Tag

rumors

ସକାଳୁ ସକାଳୁ ଗୁଜବ ଶୁଶି ଶନି ମନ୍ଦିରରେ ଭୋଗ ଥାଳି ଧରି ପହଞ୍ଚିଲେ ମହିଳାମାନେ.

କେନ୍ଦୁଝର(କେନ୍ୟୁଜ): ଜମିଛି ମହିଳା ମାନଙ୍କ ଭିଡ । ହାତରେ ପୂଜା ଥାଳି ଧରି ଧାଡି ହୋଇ ଛିଡା ହୋଇଛନ୍ତି ମହିଳାମାନେ । ହେଲେ ଆପଣ ଭାବୁଥିବେ ଏଥିରେ ନୂଆ କଥା କଣ । ମନ୍ଦିର ମସ୍ମୁଖରେ ଏମିତି ଦୃଶ୍ୟ ତ ସ୍ଵଭାବିକ କଥା । ହେଲେ ପୂଜା ପଛର ରହସ୍ୟ ଜାଣିଲେ ଆପଣ ବି ଚକିତ ହେବେ । ଡିଜିଟାଲ…

ହୀରା ଚାଟିବା ପରେ ମଣିଷର ମୃତ୍ୟୁ କାହିଁକି ହୁଏ ? ଜାଣନ୍ତୁ ଏହା ପଛରେ ଥିବା ରହସ୍ୟ

ହୀରା ଦୁନିଆର ସବୁଠାରୁ କଠିନ ପଦାର୍ଥ ମଧ୍ୟରେ ଅନ୍ୟତମ । ହୀରା ଦେଖିବା ପାଇଁ ଖୁବ ସୁନ୍ଦର ହୋଇଥିବାବେଳେ ଏହାର ଦାମ ମଧ୍ୟ ଅଧିକ ଥାଏ । ଚକ୍‌ ଚକ୍‌ କରୁଥିବା ହୀରାକୁ କିଣିବା ପାଇଁ ଅନେକ ଲୋକ ଇଚ୍ଛା କରନ୍ତି । ତେବେ ଏହି ହୀରାକୁ ନେଇ ଏକ ଗୁଜବ ରହିଛି, ଯାହା ଆପଣ ବି ନିଶ୍ଚିତ ଶୁଣିଥିବେ ।…

Iphone 15 pro maxର ଡିଜାଇନ, ସ୍ପେକ ଏବଂ ଦାମକୁ ନେଇ ସୃଷ୍ଟି ହେଲା ଗୁଜବ

phoneର ଚାହିଦା ଲୋକମାନଙ୍କ ମଧ୍ୟରେ ବଢି ଚାଲିଛି । କିନ୍ତୁ ଅନେକ ସମୟରେ ଆଇଫୋନକୁ ନେଇ ଗୁଜବ ମଧ୍ୟ ସୃଷ୍ଟି ହୁଏ । ତେବେ Iphone 15 pro maxର ଡିଜାଇନ, ସ୍ପେକ ଏବଂ ଦାମକୁ ନେଇ ମାର୍କେଟରେ ଖୁବ ଗୁଜବ ଚାଲିଛି । ନିକଟରେ ଶେଷ ହୋଇଥିବା WWDC ୨୦୨୩ ପରେ Apple ଏବେ ଏହାର ଆଗାମୀ ଇଭେଣ୍ଟ…

ବଣାଇ ଅଂଚଳରେ ଗୁଜବ: ଟିକା ନନେଲେ ପଞ୍ଚାୟତରୁ ନାଁ କଟିଯିବ ବୋଲି ଚର୍ଚ୍ଚା, ଚିକିତ୍ସାଳୟରେ ଲୋକଙ୍କ ଭିଡ

ବଣାଇ (କେନ୍ଯୁଜ୍): ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଂଚଳରେ ଟିକା ଗୁଜବ । ଟିକା ନନେଲେ ପଞ୍ଚାୟତରୁ ନାଁ କଟିଯିବ ବୋଲି ଚର୍ଚ୍ଚା ହେଉଛି। ଯାହାକୁ ନେଇ ବଣାଇ ଉପଖଣ୍ଡ ଚିକିତ୍ସାଳୟରେ ଲୋକଙ୍କ ଭିଡ ଜମିଛି। ରାସନ କାର୍ଡ, ଜବକାର୍ଡ, ଭତ୍ତା ଭଳି ବିଭିନ୍ନ ସୁବିଧାରୁ ବଞ୍ଚିତ ହେବେ । ଏପରିକି ଟିକା…

ନବରଙ୍ଗପୁରରେ ଗୁଜବ: ସମୁଦ୍ର ଶୁଖିବାକୁ ଲାଗିଲାଣି, ଆଉ ମିଳିବନି ଲୁଣ

ନବରଙ୍ଗପୁର (କେ ନ୍ୟୁଜ୍‌) : କୁହାଯାଏ, ଗୁଜବର ହାତ, ଗୋଡ଼ କି କାନ ନଥାଏ । ସେ କେଉଁଠୁ ଆସି କେଉଁଠି ପହଞ୍ଚେ ତାର ଠିକଣା ନାହିଁ । ଗତକାଲି କଟକ ସହରରେ ଏମିତି ଗୋଟିଏ ଗୁଜବ ଯୋଗୁଁ ଦିନ ୨ଟା ବେଳୁ ଦୋକାନ ବଜାର ବନ୍ଦ ହୋଇ ଯାଇଥିଲା ଆଜି ଏହାଠାରୁ ଆହୁରି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି।…

ପୁଣି କରୋନାକୁ ନେଇ ଗୁଜବ ସୃଷ୍ଟି ହେଲା ମୋହନା ଅଞ୍ଚଳରେ, ସାତଘରୁ ବୁଲି ବୁଲି ପାଣି ମାଗି ପିଇଲେ କୁଆଡେ ଦୂର ହେଇଯାଉଛି…

ମୋହନା(କେନ୍ୟୁଜ): ସାତଟି ତୁଳସୀ ପତ୍ର ଖାଇଲେ କରୋନା ପାଖ ମାଡିପାରିବନି ବୋଲି କିଛି ଦିନ ତଳେ ପୁରୀର ବଡ଼ ପଣ୍ଡାଙ୍କୁ ସ୍ବପ୍ନ ହୋଇଛି ବୋଲି ଗୁଜବ ବେସ ଜୋର ସୋରରେ ସୋସିଆଲ ମିଡ଼ିଆରେ ଘୁରିବୁଲିଲା। ଆମ ଲୋକମନେ ଵି ଏହି କଥାକୁ ବିଶ୍ୱାସ କରି ସାତଟି ତୁଳସୀ ପାତ୍ର ଖାଇବାରେ ଲାଗିଥିଲେ।…

‘ଝଡାଫୁଙ୍କାରେ ଭଲ ହୋଇଯିବ କରୋନା, ବଞ୍ଚିବାର ଅଛି ଯଦି ଘରୁ ବାହାର’… ଏଭଳି ଗୁଜବ ପ୍ରଚାରିତ କରି…

ଦେଶରେ କରୋନା ଭାଇରସର ମାମଲା ଦିନକୁ ଦିନ ବଢିଚାଲିଛି। ଏହାରି ଭିତରେ ରାଜଧାନୀ ଦିଲ୍ଲୀରେ ଆଶ୍ଚର୍ଯ୍ୟ କରିଦେବା ଭଳି ଏକ ମାମଲା ସାମ୍ନାକୁ ଆସିଛି। ପୋଲିସ ଏହି ଘଟଣାରେ ଏକ ଗୋଷ୍ଠୀକୁ ଗିରଫ କରିଛି, ଯେଉଁମାନେ ଝଡାଫୁଙ୍କା ଦ୍ୱାରା କରୋନା ଭଲ ହୋଇଯିବାର ଗୁଜବ ପ୍ରଚାରିତ କରୁଥିଲେ ଏବଂ…

କେନ୍ଦ୍ରାପଡ଼ା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଁରେ କରୋନା ନେଇ ସୋସିଆଲ୍‌ ମିଡିଆରେ ଅପପ୍ରଚାର, ୪ ଜଣଙ୍କୁ ଗିରଫ…

କେନ୍ୟୁଜ୍(ବ୍ୟୁରୋ):  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଁରେ କରୋନା ନେଇ ସୋସିଆଲ୍‌ ମିଡିଆରେ ଅପପ୍ରଚାର କରିବା ଅଭିଯୋଗରେ କେନ୍ଦ୍ରାପଡ଼ାରେ ୪ ଜଣ ଗିରଫ । ସେମାନଙ୍କୁ ଗିରଫ କରିଛି ଟାଉନ୍‌ ଥାନା ପୋଲିସ । ପ୍ରଧାନମନ୍ତ୍ରୀଙ୍କୁ କରୋନା ହୋଇଥିବା ନେଇ ସେମାନେ ଗୁଜବ ସୃଷ୍ଟି କରିଥିଲେ ।…

କରୋନା ଗୁଜବ ପ୍ରଚାର କରି ସ୍କୁଲ ଶିକ୍ଷକ ଗିରଫ

କରୋନା ଗୁଜବ ପ୍ରଚାର କରି ଆଉ ଜଣେ ଗିରଫ । କଳାହାଣ୍ଡି ଧର୍ମଗଡ଼ ଡୁଡକେଲ ଗାଁର ବିନ୍ଦୁ ମହାନନ୍ଦଙ୍କୁ ଗିରଫ କରିଛି ପୋଲିସ । ସେ ଜଣେ ସ୍କୁଲ ଶିକ୍ଷକ ବୋଲି ଜଣାପଡ଼ିଛି । ଗୋଲାମୁଣ୍ଡା ବ୍ଲକର ଖଳିଆକାନୀରେ ଜଣେ ବ୍ୟକ୍ତିଙ୍କୁ କରୋନା ହୋଇଛି ବୋଲି ସେ ଗୁଜବ ପ୍ରଚାର କରିଥିବା ଅଭିଯୋଗ ହୋଇଛି ।…

Vodafone ବନ୍ଦ ହେବାକୁ ନେଇ ଚାଲିଥିବା ଚର୍ଚ୍ଚାର ଉତ୍ତର ରଖିଲା କମ୍ପାନୀ, କହିଲା…

ଆଗଧାଡ଼ିର ଟେଲିକମ୍‌ କମ୍ପାନୀ ଭୋଡାଫୋନ୍‌ ଭାରତୀୟ ବଜାରରେ ନିଜ ବେପାର ବନ୍ଦ କରିବାକୁ ନେଇ ଚାଲିଥିବା ଚର୍ଚ୍ଚାର ଉତ୍ତର ରଖିଛି କମ୍ପାନୀ। ଏହି ସମସ୍ତ ଚର୍ଚ୍ଚାକୁ ଗୁଜବ ବୋଲି କହି କମ୍ପାନୀ କହିଛି ଯେ ଭୋଡାଫୋନ୍‌ ଭାରତୀୟ ବଜାରରେ ନିଜ ବ୍ୟବସାୟ ପୂର୍ବ ଭଳି ଚାଲୁ ରଖିବ ଏବଂ ବର୍ତ୍ତମାନର…