Below header

ଉତ୍ତରପ୍ରଦେଶରେ ନିଶାସକ୍ତ ଯୁବକର ଉନ୍ମତ୍ତ କାଣ୍ଡ, ମା’କୁ ଦୁଷ୍କର୍ମ କରି ଗଲା ଜେଲ୍‌

ଲକ୍ଷ୍ନୈା : ବେଳେ ବେଳେ ସମାଜରେ ଏମିତି ଲଜ୍ଜାଜନକ ଘଟଣା ଘଟେ ଯାହାକୁ କହି ହୁଏ ନାହିଁ କି ସହି ହୁଏ ନାହିଁ । ସମାଜ ପାଇଁ କେବଳ ଛାଡ଼ିଯାଏ ଏକ କଳଙ୍କିତ ଅଧ୍ୟାୟ । ଏମିତି ଏକ ଲୋମହର୍ଷଣକାରୀ ଘଟଣା ଘଟିଯାଇଛି ଉତ୍ତରପ୍ରଦେଶ ବୁଲନ୍ଦସହର ଜିଲ୍ଲାର ଏକ ଗାଁରେ । ଜଣେ ପୁଅ ତା’ର ମା’କୁ ଦୁଷ୍କର୍ମ କରି ଜେଲ୍‌ ଯାଇଛି ।

rape

ସୂଚନାନୁଯାୟୀ, ମାର୍ଚ୍ଚ ୩ ତାରିଖରେ ୨୩ ବର୍ଷିୟ ଯୁବକ ମାତାଲ ଅବସ୍ଥାରେ ଘରକୁ ଫେରି ମା’ ସହ ଦୁଷ୍କର୍ମ କରିଥିଲା । ହେଲେ ଲୋକ ଲଜ୍ଜା ଭୟରେ ପରିବାର ଲୋକ କାହାକୁ କିଛି କହିନଥିଲେ ।

ମାତ୍ର ଏହି ଘଟଣା ଲୋକଲୋଚନକୁ ଆସିଥିଲା ଯୁବକର ପିତା ମାର୍ଚ୍ଚ ୧୩ ତାରିଖରେ ଯେତେବେଳେ ଥାନାରେ ଅଭିଯୋଗ କଲେ । ଅଭିଯୋଗ କ୍ରମେ ପୁଲିସ୍‌ ଯୁବକକୁ ଗିରଫ କରି ଜେଲ୍‌ ପଠାଇଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.