Below header
Browsing Tag

corona spread

ବେଜିଂରେ କରୋନାର ସାଂଘାତିକ ସ୍ଥିତି: ଚାରିଆଡେ ହାହାକାର, କାୟା ବିସ୍ତାର କଲାଣି ସଂକ୍ରମଣ

ନୂଆଦିଲ୍ଲୀ : ସାଂଘାଇ ଭଳି ଏବେ ବେଜିଂରେ ମାଡୁଛି କରୋନା । ସଂକ୍ରମଣ ଦିନକୁ ଦିନ ବଢୁଛି । ଶୁକ୍ରବାର ଠାରୁ ଏପର୍ଯ୍ୟନ୍ତ ୭୦ ମାମଲା ଚିହ୍ନଟ ହେଲାଣି । ୨୪ଘଣ୍ଟାରେ ବେଜିଂରେ ୨୯ ନୂଆ କେସ୍‌ ସାମ୍ନାକୁ ଆସିଛି । ସମ୍ପୁର୍ଣ୍ଣ ଲକଡାଉନ ଲାଗୁ ହୋଇନଥିଲେ ବି , ବିଭିନ୍ନ ସ୍ଥାନରେ ପାର୍ଶିଆଲ୍‌…

ଭାରତରେ କାହିଁକି ହେଲା କରୋନା ବିସ୍ଫୋରଣ? WHOର ଟପ ବୈଜ୍ଞାନିକ ଜଣାଇଲେ ଅସଲି କାରଣ

ଭାରତରେ କରୋନାର କରାଳ ରୂପ ଦେଖିବାକୁ ମିଳିଛି। ଦେଶରେ ଏହି ମହାମାରୀର ଏମିତି ବିସ୍ଫୋରଣ ହୋଇଛି ଯେ ଦୈନିକ ୪ ଲକ୍ଷରୁ ଅଧିକ ମାମଲା ସାମ୍ନାକୁ ଆସୁଛି ଏବଂ ପାଖାପାଖି ୪ ହଜାରରୁ ଅଧିକ ଲୋକଙ୍କ ପ୍ରାଣ ଯାଉଛି। ତେବେ ଭାଇରସର ଏହି ଦ୍ରୁତ ବୃଦ୍ଧି ପଛରେ ଅନେକ କାରଣ ରହିଛି। ସେଥି ମଧ୍ୟରୁ କେତେକ…

କରୋନା ସଂକ୍ରମଣ ରୋକିବାକୁ ପଦକ୍ଷେପ ନିଅ, ୧୨ ରାଜ୍ୟର ପ୍ରବାସୀଙ୍କ ଉପରେ ନଜର ରଖିବାକୁ ଅତିରିକ୍ତ ମୁଖ୍ୟ ଶାସନ…

କେନ୍ୟୁଜ୍(ବ୍ୟୁରୋ):  ଦେଶରେ ପୁଣି ଚିନ୍ତା ବଢାଇଲାଣି କରୋନାର ଦ୍ବିତୀୟ ଷ୍ଟ୍ରେନ୍। ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ସଂକ୍ରମଣରେ ରୋକ ଲଗାଇବା ଦିଗରେ ପଦକ୍ଷେପ ନେବା ପାଇଁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର । ରାଜ୍ୟର…

‘ଏବେ ମୁଁ ବାଣ୍ଟିବି କରୋନା’ ଯୁବକଙ୍କ ଏଭଳି କଥା ଶୁଣି ଭୟଭୀତ ଲୋକେ, ସାମ୍ନାକୁ ଆସିଲା ଏପରି ଭିଡିଓ..

ସୋସିଆଲ ମିଡିଆରେ ଗତ କିଛିଘଣ୍ଟା ହେବ ଏକ ଭିଡିଓ ଅତି ଦ୍ରୁତ ଗତିରେ ଭାଇରଲ ହେବାରେ ଲାଗିଛି । ଯେଉଁଥିରେ ଜଣେ ଯୁବକ ନିଜକୁ କରୋନା ଭାଇରସରେ ପୀଡିତ ବୋଲି କହିଛନ୍ତି । ତାସହିତ ସେ ଏପରି କିଛି କରିଛନ୍ତି ଯାହାକୁ ନେଇ ଲୋକମାନେ ଭୟଭୀତ ହୋଇଯାଇଛନ୍ତି । ତେବେ ଏହି ଭିଡିଓରେ ସେ ସରକାରଙ୍କୁ…

କେନ୍ଦ୍ରାପଡ଼ା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଁରେ କରୋନା ନେଇ ସୋସିଆଲ୍‌ ମିଡିଆରେ ଅପପ୍ରଚାର, ୪ ଜଣଙ୍କୁ ଗିରଫ…

କେନ୍ୟୁଜ୍(ବ୍ୟୁରୋ):  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଁରେ କରୋନା ନେଇ ସୋସିଆଲ୍‌ ମିଡିଆରେ ଅପପ୍ରଚାର କରିବା ଅଭିଯୋଗରେ କେନ୍ଦ୍ରାପଡ଼ାରେ ୪ ଜଣ ଗିରଫ । ସେମାନଙ୍କୁ ଗିରଫ କରିଛି ଟାଉନ୍‌ ଥାନା ପୋଲିସ । ପ୍ରଧାନମନ୍ତ୍ରୀଙ୍କୁ କରୋନା ହୋଇଥିବା ନେଇ ସେମାନେ ଗୁଜବ ସୃଷ୍ଟି କରିଥିଲେ ।…

ଦକ୍ଷିଣ କୋରିଆରେ କରୋନାର ସୁପର ସ୍ପ୍ରେଡର୍‌, ଜଣେ ମହିଳା ଏକାକୀ ୪ ହଜାର ୮ଶହ ଲୋକଙ୍କୁ କରିଛନ୍ତି ସଂକ୍ରମିତ

କେନ୍ୟୁଜ୍(ବ୍ୟୁରୋ): ପେସେଣ୍ଟ ନମ୍ବର-୩୧ । ଦକ୍ଷିଣ କୋରିଆରେ କରୋନାର ସୁପର ସ୍ପ୍ରେଡର୍‌ । ଯିଏ ୪ହଜାର ୮ ଶହ ଲୋକଙ୍କୁ ବାଣ୍ଟିଛି ଭାଇରସ୍‌ । ସେ ଜଣେ ମହିଳା । ସଂକ୍ରମଣ ତ ବାଣ୍ଟିଲେ । ତାସହ ତାଙ୍କ ସଂସ୍ପର୍ଶରେ ଆସିଥିବା ୩୦ ଜଣଙ୍କ ମୁଣ୍ଡ ବି ନେଇଛି ପ୍ରାଣଘାତୀ କରୋନା । ସେହି ପେସେଣ୍ଟ…