Browsing Tag

khandagiri yatra

ଆଜିଠାରୁ କମ୍ପିବ ଖଣ୍ଡଗିରି ମେଳା: ପହଞ୍ଚିଲେଣି ୩୦୦ରୁ ଅଧିକ ସାଧୁସନ୍ଥ

ଭୁବନେଶ୍ୱର (କେନ୍ୟୁଜ): ଆଜିଠାରୁ ଖଣ୍ଡଗିରି ମେଳା। ଏଥିପାଇଁ ଓଡ଼ିଶା ସମେତ ରାଜ୍ୟ ବାହାରୁ ସାଧୁସନ୍ଥ, ନାଗା ବାବାଙ୍କ ଭିଡ଼ ଲାଗିଲାଣି। ସମସ୍ତେ ନିଜର ସ୍ଥାନରେ ଧୂନି ଜଳାଇବା ପାଇଁ ପ୍ରସ୍ତୁତି କରିସାରିଲେଣି। ଖଣ୍ଡଗିରି ପାହାଡ଼ ତଳେ ଷ୍ଟାଡିଂ ବାବାଙ୍କ ସମେତ ଅନ୍ୟ ବାବା ଓ ସାଧୁସନ୍ଥଙ୍କ ଭିଡ଼…