Below header
Browsing Tag

kharashrota river

ଯୋକଡ଼ିଆ ବ୍ରିଜ ଉପରୁ ଖରସ୍ରୋତା ନଦୀକୁ ଛାତ୍ରୀ ଡେଇଁବା ଘଟଣା: ମିଳିଲା ମୃତଦେହ

ଯାଜପୁର(କେନ୍ୟୁଜ୍): ଯାଜପୁର ଜିଲ୍ଲା ଯୋକଡ଼ିଆ ବ୍ରିଜ ଉପରୁ ଖରସ୍ରୋତା ନଦୀକୁ ଡେଇଁ ଛାତ୍ରୀ ନିଖୋଜ ହେବା ଘଟଣା। ସଦର ଥାନା ଅଧିନ ଜୟିପୁର ବ୍ରିଜ ନେଳିପୁର ନିକଟରୁ ଉଦ୍ଧାର ହେଲା ଛାତ୍ରୀଙ୍କ ମୃତଦେହ। ରସୁଲପୁର ଅଗ୍ନିଶମ ବାହିନୀ ମୃତଦେହକୁ ଜବତ କରି ସଦର ଥାନା ପୋଲିସକୁ କଲା ହସ୍ତାନ୍ତର।…

ଖରସ୍ରୋତା ନଦୀରୁ ଧରାହେଲା ଏକକାଳୀନ ୬ଟି ବଡ଼ ବଡ଼ ବିରଳ ମାଛ, ଗୋଟାକ ୪୮କେଜିରୁ ଉର୍ଦ୍ଧ୍ବ ଓଜନ

ଯାଜପୁର(କେନ୍ୟୁଜ): ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ଯୋକଡିଆ ଆନିକଟର ଖରସ୍ରୋତା ନଦୀରୁ ଧୀବରମାନଙ୍କ ଦ୍ଵାରା ୬ ଟି ବଡ଼ ଧରଣର ମାଛ ଧରା ଯାଇଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ଧୀବର ମାନେ ଯୋକଡିଆ ଆନିକଟ ନିକଟରେ ନଦୀରେ ନଖା ଜାଲ କରୁଥିବା ବେଳେ ଜାଲରେ ୬ ଟି ବିରଳ ମାଛ ଧରାପଡି…