Browsing Tag

khariar

ଖଡିଆଳ: ସ୍ଥାୟୀ ଜମିପଟ୍ଟା ପ୍ରଦାନ ଦାବି ନେଇ ବ୍ଳକ ଅଫିସ ସମ୍ମୁଖରେ ବନବାସୀଙ୍କ ବିକ୍ଷୋଭ

ନୂଆପଡା ଜିଲ୍ଲା ଖଡିଆଳ ବ୍ଳକ କାର୍ଯ୍ୟଳୟ ସମ୍ମୁଖରେ ହଜାର ହଜାର ବନବାସୀଙ୍କ ବିକ୍ଷୋଭ । ଦୀର୍ଘ ବର୍ଷ ଧରି ପହରିଆ, ଚକୋଟିଆ ଓ ଗଣ୍ଡ ସମ୍ପ୍ରଦାୟର ଲୋକେ ଜଙ୍ଗଲକୁ ଅକ୍ତିଆର କରି ରହୁଛନ୍ତି । ସେମାନଙ୍କୁ ସ୍ଥାୟୀ ଜମିପଟ୍ଟା ପ୍ରଦାନ କରିବା ପାଇଁ କେନ୍ଦ୍ର ସରକାର ଜଙ୍ଗଲ ଅଧିକାର ଆଇନ ୨୦୦୬…