Below header
Browsing Tag

Khosalipur railway

ଖୋସାଲିପୁର ରେଳ ଧାରଣାରୁ ଅଚିହ୍ନା ମହିଳାଙ୍କ ମୃତଦେହ ଠାବ, ସପ୍ତାହକ ମଧ୍ୟରେ ଗଲାଣି ୩ ଜୀବନ

ଯାଜପୁର (କେନ୍ୟୁଜ): ଡେଥ ଜୋନ ପାଲଟିଛି ଖୋସାଲିପୁର ରେଳ ଧରଣା। ସପ୍ତାହକ ମଧ୍ୟରେ ଏଠାରେ ୩ଜଣଙ୍କର ମୁଣ୍ଡ ଗଡ଼ିଲାଣି। ହରିଦାସପୁର-ଧାନମଣ୍ଡଳ ରେଲୱେ ଲାଇନର ଖୋସାଲିପୁର ରେଳ ଧାରଣାରୁ ଆଜି ଜଣେ ଅଜଣା ମହିଳାଙ୍କ ମୃତ ଦେହ ଠାବ କରାଯାଇଛି। ଗତ ଏକ ସପ୍ତାହ ମଧ୍ୟରେ ଏହାକୁ ମିଶାଇ ଏହି ସ୍ଥାନରେ…