ଫିଲ୍ମ ଷ୍ଟାଇଲରେ ନୟାଗଡ଼ରୁ ଯୁବତୀଙ୍କୁ କିଡନାପ୍ ଘଟଣା: ଧରା ପଡିଲେ ୩ ଅଭିଯୁକ୍ତ
ନୟାଗଡ଼(କେନ୍ୟୁଜ୍): ଫିଲ୍ମ ଷ୍ଟାଇଲରେ ଆସିଲେ ଓ ଜଣେ ଯୁବତୀଙ୍କୁ ଅପହରଣ କରି ନେଇଗଲେ । ନୟାଗଡ଼ ଟାଉନ ଥାନା ସିନ୍ଦୁରିଆ ଅଞ୍ଚଳର ଦୁଇଜଣ ଯୁବତୀ ଘରକୁ ଫେରୁଥିବା ବେଳେ ଏକ କାରରେ ତିନି ଜଣ ଯୁବକ ଆସି ସେମାନଙ୍କୁ ଛୁରୀ ଦେଖାଇ ଜଣେ ଯୁବତୀଙ୍କୁ ଅପହରଣ କରିନେବାରେ ସଫଳ ହୋଇଥିଲେ । ପରେ ସିସି…