Browsing Tag

kiss chse result

ପାଣି ଯୁକ୍ତ ୨ କଳା ପରୀକ୍ଷା ଫଳରେ ବାଜି ମାତ୍ କଲା କିସ୍, ଛାତ୍ରଛାତ୍ରୀମାନେ ହାସଲ କଲେ ୯୯.୯୦ ପ୍ରତିଶତ ସଫଳତା

କେନ୍ୟୁଜ୍(ବ୍ୟୁରୋ):  ଚଳିତ ବର୍ଷ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ୨ କଳା ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ କିସ୍‌ର ଛାତ୍ରଛାତ୍ରୀମାନେ ୯୯.୯୦ ପ୍ରତିଶତ ସଫଳତା ହାସଲ କରିଛନ୍ତି । ରାଜ୍ୟରେ ପାସ୍‌ ହାର ୬୭.୫୬ ପ୍ରତିଶତ ରହିଥିବା ବେଳେ କିସ୍‌ ପାସ ହାର…