Browsing Tag

kiss foundation help

ଦୁଇ ଅସହାୟ ଭାଇ ଭଉଣୀଙ୍କୁ ସହାୟତାର ହାତ ବଢ଼ାଇଲା କିସ୍ ଫାଉଣ୍ଡେସନ

ଭୁବନେଶ୍ୱର : ଦୁଇ ଅସହାୟ ଭାଇ ଭଉଣୀଙ୍କୁ ସହାୟତାର ହାତ ବଢ଼ାଇଲା କିସ୍ ଫାଉଣ୍ଡେସନ । କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ମାଟିଗାଁର ବୃଦ୍ଧା ନିଳା ପ୍ରଧାନ ଓ ତାଙ୍କ ଦୁଇ ନାତିନାତୁଣୀଙ୍କୁ ସହାୟତାପ୍ରଦାନ କରାଯାଇଛି। ଗଣମାଧ୍ୟମରୁ ଦୁଇ ଅନାଥ ଶିଶୁଙ୍କ ଖବର ଜାଣି ସହାୟତାର ହାତ ବଢାଇଛନ୍ତି…

ସ୍ୱାର୍ଥପର ଦୁନିଆରେ ନିଃସ୍ୱାର୍ଥପର ସେବା: ୪ ଅନାଥ ପିଲାଙ୍କ ମୁହଁରେ ହସ ଫୁଟାଇଲେ ଡ଼କ୍ଟର ଅଚ୍ୟୁତ ସାମନ୍ତ

ଭଞ୍ଜନଗର: ବେଳେ ବେଳେ ଲାଗେ ଭଗବାନ ବହୁତ ନିଷ୍ଠୁର । ଗରିବକୁ ବେଶି ଦୁଃଖ ଦେଉଛନ୍ତି । ହେଲେ କିଏ କେଉଁ ଭାଗ୍ୟ ନେଇ ଆସିଥାଏ ତାହା କହିବା ମୁସ୍କିଲ । ଏମିତି ଏକ ଦୁର୍ଭାଗ୍ୟଜନକ ସ୍ଥିତିରେ ଥିବା ୪ ଅନାଥ ପିଲାଙ୍କ ମୁହଁରେ କିନ୍ତୁ ଆଜି ଫୁଟିଛି ହସ । ଖୁସିରେ ଏମାନେ ଆତ୍ମବିଭୋର । ଜୀବନ…

୬ ଅସହାୟ ଭାଇ ଭଉଣୀଙ୍କ ଭାଗ୍ୟ ବଦଳାଇଦେଲା କିସ୍ ଫାଉଣ୍ଡେସନ୍‍, ନେଲା ଭରଣ ପୋଷଣର ଦାୟିତ୍ୱ

ସୁନ୍ଦରଗଡ (କେନ୍ୟୁଜ): ସୁନ୍ଦରଗଡ ଜିଲ୍ଲା ଲହୁ୍ଣୀପଡା ବ୍ଳକ ଟାଙ୍କଯୋଡା ଗାଁର ବାପାମାଆ ଛେଉଣ୍ଡ ୬ ଭାଇ ଭଉଣୀଙ୍କୁ କିସ୍ ଫାଉଣ୍ଡେସନ୍ ହେଲା ସାହା । ଗତ ୨୧ତାରିଖରେ ଟାଙ୍କଯୋଡା ଗାଁର ଦଶରଥ ମୁଣ୍ଡାଙ୍କ ଏକ ଟ୍ରକ ଦୁର୍ଘଟଣାରେ ମୁତ୍ୟୁ ହୋଇଥିବା ବେଳେ ୨ବର୍ଷ ତଳେ ତାଙ୍କ ସ୍ତ୍ରୀ ସଞ୍ଜୁଙ୍କ…

କନ୍ଧମାଳ ଜିଲ୍ଲା ହେବ ଟିବି ମୁକ୍ତ, ପୋଷ୍ୟ ଜିଲ୍ଲା ଭାବେ ଗ୍ରହଣ କଲା କିସ୍ ଫାଉଣ୍ଡେସନ୍

ଭୁବନେଶ୍ବର(କେନ୍ୟୁଜ୍): ୨୦୨୫ ସୁଦ୍ଧା ଦେଶକୁ ଯକ୍ଷ୍ମାମୁକ୍ତ କରିବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଛି ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଅଭିଯାନ ‘ଟିବି ହାରେଗା ଦେଶ ଜିତେଗା’ । ଏବେ ବିଭିନ୍ନ ରାଜ୍ୟରେ ଟିବି ନିରାକରଣ ଉପରେ ଗୁରୁତ୍ୱ ଦିଆଯାଉଛି । ଯକ୍ଷ୍ମା ମୁକ୍ତ ଅଭିଯାନରେ…

ପୁଣି ସାହାଯ୍ଯର ହାତ ବଢାଇଲା କିସ୍ ଫାଉଣ୍ଡେସନ, ଗୋଆ ରୁ ମାଲକାନଗିରି ଫେରିଲେ ଓଡ଼ିଆ ଗର୍ଭବତୀ ପ୍ରବାସୀ

ମାଲକାନଗିରି: ପୁଣି ସାହାଯ୍ଯର ହାତ ବଢାଇଲା କିସ ଫାଉଣ୍ଡେସନ। ପୁଣି ଅସହାୟ ମୁହଁକୁ ହସ ଫେରାଇଲା । ଦର୍ଶକବନ୍ଧୁ ଆପଣ ସଭିଏଁ ଜାଣନ୍ତି କି, କିସ ଫାଉଣ୍ଡେସନ ସବୁବେଳେ ଅସହାୟ ଆଉ ଗରିବ ଆଦିବାସୀଙ୍କ ସାଥିରେ ରହି ଆସିଛି। ପ୍ରତି ମୁହୂର୍ତ୍ତରେ ସେମାନଙ୍କ ପଛରେ ଠିଆହୋଇ ରହିଛି । ଆଉ…