ଭାରତୀୟ ଖୋଖୋ ଦଳରେ କିସ୍ ଛାତ୍ର ଅଜୟ କୁମାର
ଭୁବନେଶ୍ବର (କେନ୍ୟୁଜ୍) : ଇଂଲଣ୍ଡରେ ସେପଟେମ୍ବର ୧ରୁ ୪ ତାରିଖ ପର୍ଯନ୍ତ ଆୟୋଜିତ ହେବ ପ୍ରଥମ ଅନ୍ତର୍ଜାତୀୟ ଖୋଖୋ ଟୁର୍ଣ୍ଣାମେଣ୍ଟ । ଏଥିରେ ଭାଗ ନେବାକୁ ଆଜି ଦିଲ୍ଲୀରୁ ଯାତ୍ରା କରିବ ଭାରତୀୟ ଦଳ । ଏହି ଦଳରେ ସ୍ଥାନ ପାଇଛନ୍ତି ଭୁବନେଶ୍ବର କିସ୍ ବିଶ୍ବବିଦ୍ୟାଳୟ ଛାତ୍ର ଅଜୟ କୁମାର…