Below header
Browsing Tag

know the vegetarian celebrities

ଏହି ଫିଲ୍ମ ତାରକାମାନେ ନନ୍‌ଭେଜ ଛାଡି ଏବେ ହୋଇଛନ୍ତି ପୂରା ଭେଜିଟରିଆନ୍‌

ବଲିଉଡ୍‌ର ସେଲିବ୍ରିଟିମାନେ ଫିଟନେସ୍‌ ଓ ଡାଏଟ୍‌ ପ୍ଲାନିଂରେ ଯୁବଗୋଷ୍ଠୀଙ୍କୁ ବି ପଛରେ ପକାଇ ଦେବେ । ନିଜର ଫିଟନେସ ପାଇଁ ଜିମ୍‌ ଯିବା ଠାରୁ ଆରମ୍ଭ କରି ଖାଦ୍ୟ ନେବାରେ ଏହି କଳାକାରମାନେ ଅଧିକ ସଚେତନ ଥାଆନ୍ତି । କିନ୍ତୁ ଆପଣ ଜାଣନ୍ତି କି ଏମିତି କିଛି କଳାକାର ଅଛନ୍ତି ଯେଉଁମାନେ ଏବେ…