Browsing Tag

komana bandh

ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦରେ ୧୨ ଘଣ୍ଟିଆ କୋମନା ବନ୍ଦ

ନୂଆପଡା : ୧୨ ଘଣ୍ଟିଆ କୋମନା ବନ୍ଦ । ଅଘୋଷିତ ବିଦ୍ୟୁତ କାଟ ସହ ବିଦ୍ୟୁତ କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟ ପ୍ରତିବାଦରେ ବନ୍ଦ ପାଳନ କରାଯାଇଛି । ସକାଳ ୬ଟାରୁ କୋମନାର ନାଗରିକମାନେ ସ୍ଥାନୀୟ ଦୋକାନ ବଜାର ସମେତ ସରକାରୀ ଓ ବେସରକାରୀ କାର୍ୟ୍ୟାଳୟ ସଂପୂର୍ଣ୍ଣ ଭାବେ ବନ୍ଦ କରିଛନ୍ତି ।…