Browsing Tag

koraput sameekhya

“ଜଗନ୍ନାଥ ମୋତେ ସ୍ୱପ୍ନାଦେଶ କରିଛନ୍ତି ମୁଁ ରଥ ଟାଣିବି” କୁନି ହାତରେ ରଥଯାତ୍ରା କଲେ ସମୀକ୍ଷା

ଜଗନ୍ନାଥ ମୋତେ ସ୍ୱପ୍ନାଦେଶ କରିଛନ୍ତି ମୁଁ ରଥ ଟାଣିବି । ଗାଁ ରେ ରଥଯାତ୍ରା ନହେଲେ କଣ ହେଲା ମୁଁ ମୋ କୁନି ରଥରେ ପତାକା ଲଗାଇବାକୁ ପରା ମୋତେ ଶ୍ରୀ ଜଗନ୍ନାଥ ନିଜେ ସ୍ୱପ୍ନରେ ବ୍ରାହ୍ମଣ ବେଶରେ ଆସି କହିଛନ୍ତି । ଆମ ମନ୍ଦିରରେ ରଥଯାତ୍ରା ହୋଇନି ତ ମୁଁ ରଥରେ ବସାଇ ଜଗନ୍ନାଥଙ୍କୁ ଟାଣିବି ।…