ମାନ୍ଦାବସ୍ଥା ଭିତରେ ପୂରା ବିଶ୍ୱ, ୨୦୦୯ ଠାରୁ ବି ସ୍ଥିତି ଗମ୍ଭୀର : କ୍ରିଷ୍ଟଲିନା ଜାର୍ଜିଏବା
ନୂଆଦିଲ୍ଲୀ: ମାନ୍ଦାବସ୍ଥା ଭିତରେ ପୂରା ବିଶ୍ୱ । ୨୦୦୯ ଠାରୁ ବି ସ୍ଥିତି ଗମ୍ଭୀର । ଏହା କହିଛନ୍ତି ଆଇଏମ୍ଏଫ୍ ମୁଖ୍ୟ କ୍ରିଷ୍ଟଲିନା ଜାର୍ଜିଏବା । ସେ କହିଛନ୍ତି ସାରା ବିଶ୍ୱ ଏବେ ମାନ୍ଦାବସ୍ଥା ଭିତରେ ଥିବା ସ୍ପଷ୍ଟ ହୋଇଛି । କରୋନା ଭାଇରସ୍ ବିଶ୍ୱର ଅର୍ଥ ବ୍ୟବସ୍ଥାକୁ ପଛକୁ ଠେଲି…