Browsing Tag

kulfi wala trump

ପଦ ଯିବା ପରେ ଏବେ କୁଲଫି ବିକୁଛନ୍ତି ଟ୍ରମ୍ପ! ଭାଇରାଲ ହେଉଛି ଅବିକଳ ତାଙ୍କ ଭଳି ଦିଶୁଥିବା ବ୍ୟକ୍ତିଙ୍କ ଭିଡିଓ

ଡୋନାଲଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଥିବା ପର୍ଯ୍ୟନ୍ତ କୌଣସି ନା କୌଣସି କଥା ଯୋଗୁ ସବୁବେଳେ ଚର୍ଚ୍ଚାରେ ରହୁଥିଲେ। ଏବେ ସେ କ୍ଷମତାରେ ନଥିଲେ ମଧ୍ୟ ତାଙ୍କ ଚର୍ଚ୍ଚା କିନ୍ତୁ କମୁନି। ପ୍ରକୃତ କଥା ହେଉଛି ସୋସିଆଲ ମିଡିଆରେ ଏବେ ଅବିକଳ ଡୋନାଲଡ ଟ୍ରମ୍ପଙ୍କ ଭଳି ଦିଶୁଥିବା ଏକ ବ୍ୟକ୍ତିଙ୍କ…