ବଲିଉଡ ଗାୟକ କୁମାର ସାନୁ କରୋନା ସଂକ୍ରମିତ, ରଦ୍ଦ କଲେ ନିଜ ଆମେରିକା ଯାତ୍ରା
ବଲିଉଡର ଜଣାଶୁଣା ଗାୟକ କୁମାର ସାନୁ କରୋନା ଭାଇରସ ସଂକ୍ରମଣର ଶିକାର ହୋଇଛନ୍ତି। ତାଙ୍କ ରିପୋର୍ଟ ପଜିଟିଭ ଆସିଛି। ସେ ନିଜ ପରିବାରକୁ ଦେଖା କରିବା ପାଇଁ ଲସ ଏଞ୍ଜିଲସ ଯିବାର ଥିଲା। କିନ୍ତୁ ଏବେ ସେ ନିଜ ଯାତ୍ରାକୁ ରଦ୍ଦ କରିଦେଇଛନ୍ତି। ତାଙ୍କଠାରେ କୋଭିଡର କୌଣସି ଲକ୍ଷଣ ନାହିଁ। କିନ୍ତୁ…