Browsing Tag

labour new life

ଆଠ ଦିନ ମୃତ୍ୟୁ ସହ ସଂଘର୍ଷ ପରେ ମିଳିଲା ନୂଆଜୀବନ, ଶୌଚ ହେବାକୁ ଯାଇ ପୋତି ହୋଇଯାଇଥିଲେ ନାଳ ବାଲିରେ

ଅନୁଗୁଳ (କେନ୍ୟୁଜ୍) : ଆଠ ଦିନ ଓ ସାତରାତି ମୃତ୍ୟୁ ସହ ସଂଘର୍ଷ ପରେ ପାଇଲେ ନୂଆଜୀବନ। ଶୌଚ ହେବାକୁ ଯାଇଥିବା ବେଳେ ନାଳ ବାଲିରେ ପୋତି ହୋଇ ଯାଇଥିଲେ ଝାଡ଼ଖଣ୍ଡର ଜଣେ ଶ୍ରମିକ। ଅନୁଗୁଳ ଛେଣ୍ଡିପଦାରେ ଘଟିଛି ଏଭଳି ଆଶ୍ଚର‌୍ୟ୍ୟଜନକ ଘଟଣା। ଝାଡ଼ଖଣ୍ଡର ସାହେବଗଞ୍ଜ ଥାନା ରାଜମହଲ ଗାଁର ୭ଜଣ…