Below header
Browsing Tag

labour strike

ଯାଜପୁର ରୋଡ଼ : କରୋନା ଆଳରେ ଛଡ଼ାଇ ନେଉଛନ୍ତି ଜୀବିକା, ଇମ୍ଫା ବିରୋଧରେ ଗର୍ଜିଲେ ଶହ ଶହ ଶ୍ରମିକ

ଯାଜପୁର ରୋଡ଼ : ଶ୍ରମିକ ମାରଣ ନୀତି ଅବଲମ୍ବନ କରିଛି ଇମ୍ଫା କମ୍ପାନୀ। କରୋନା ଆଳରେ ଛଡେଇ ନେଇଛି ଶହ ଶହ ଶ୍ରମିକଙ୍କ ଜୀବିକା। କର୍ମଚାରୀଙ୍କୁ ଦେଉନାହିଁ ମହଙ୍ଗା ଭତ୍ତା ଓ ବର୍ଦ୍ଧିତ ଦରମା ସାଙ୍ଗକୁ ଅନ୍ୟାନ୍ୟ ସୁବିଧା ସୁଯୋଗ। ଏଭଳି ଅଭିଯୋଗ କରି ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି…

ରାୟଗଡ଼ା ଜେକେ କାଗଜକଳରେ ଶ୍ରମିକ ଅଶାନ୍ତି : ଆନ୍ଦୋଳନକୁ ଓହ୍ଲାଇଛନ୍ତି ୪ ହଜାର ଠିକା ଶ୍ରମିକ

ରାୟଗଡ଼ା (କେନ୍ୟୁଜ୍) : ଜେକେ କାଗଜକଳରେ ଶ୍ରମିକ ଅଶାନ୍ତି । ୧୪ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ୪ ହଜାର ଠିକା ଶ୍ରମିକ । କାଗଜକଳର ସମସ୍ତ ୮ଟି ଗେଟ୍ ବନ୍ଦ ରହିଛି । କାଗଜକଳର ମିଷ୍ଟ ଚାମ୍ବର ନିକଟରେ ଶ୍ରମିକମାନେ କାମ ବନ୍ଦ କରିଛନ୍ତି । ଶଶନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ୫…

ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରେ ଠିକା ଶ୍ରମିକଙ୍କ ଆନ୍ଦୋଳନ

ପାରାଦୀପ (କେନ୍ୟୁଜ୍) : ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରେ ଠିକା ଶ୍ରମିକଙ୍କ ଆନ୍ଦୋଳନ । ଅପରେଟର ମାନ୍ୟତା ଦାବିରେ ଠିକା ଶ୍ରମିକମାନେ କାର୍ୟ୍ୟବନ୍ଦ ଆନ୍ଦୋଳନ କରିଛନ୍ତି । ଫଳରେ ବନ୍ଦର କାର୍ୟ୍ୟ ଏକ ପ୍ରକାର ଠପ୍ ହୋଇଯାଇଛି । ଓଏସ୍ଏଲ୍ ଷ୍ଟିଭେଡୋରିଂ ଅଧିନରେ କାମ କରୁଥିବା ଠିକା…