Browsing Tag

labour suicide

ଲକଡାଉନରେ ଭୋକରେ ଥିଲା ପରିବାର, ୨୫୦୦ ଟଙ୍କାରେ ମୋବାଇଲ ବିକି କିଣିଲେ ରାସନ ତାପରେ ଲଗାଇଲେ ଫାଶି

ଦେଶରେ କରୋନା ମୃତ୍ୟୁ ସଂଖ୍ୟା ଲଗାତର ବଢ଼ିବାରେ ଲାଗିଛି। ଏହି ଭାଇରସକୁ ବ୍ୟାପିବାରେ ରୋକ ଲଗାଇବା ପାଇଁ ସରକାର ଲକଡାଉନକୁ ୩ ମେ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। ଲକଡାଉନ କାରଣରୁ କାମ ଧନ୍ଦା ସବୁ ବନ୍ଦ ଅଛି। ଏଥିପାଇଁ ସବୁଠାରୁ ବେଶି ହଇରାଣ ହଉଛନ୍ତି ଦିନ ମଜୁରିଆ। ସରକାରଙ୍କ ଅନେକ ଚେଷ୍ଟା…