Browsing Tag

ladakh border

ଦୁର୍ବଳ ସ୍ଥିତିରେ ଚୀନ୍‌! ଲଦାଖରେ ଅସୁସ୍ଥ ହେଉଛନ୍ତି ଡ୍ରାଗନ୍‌ ସେନା

ପୂର୍ବ ଲଦାଖରେ ବାସ୍ତବିକ ନିୟନ୍ତ୍ରଣ ରେଖା (LAC) କୁ ନେଇ ଭାରତ ଏବଂ ଚୀନ୍‌ ର ଗତିରୋଧ ମଧ୍ୟରେ ବର୍ତ୍ତମାନ ପିପୁଲ୍ସ ଲିବରେସନ ଆର୍ମି (PLA) ଅର୍ଥାତ ଚୀନ୍‌ ସେନାର ଯବାନଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାକୁ ଲାଗିଛି। ସୂଚନା ମୁତାବକ ଯେଉଁଠାରେ ଦୁଇ ଦେଶର ଯବାନ ଉପସ୍ଥିତ ଅଛନ୍ତି ସେଠାରେ…